କଂଗ୍ରେସକୁ ପୁଣି ଆୟକର ନୋଟିସ, ଏଥର ୧୭୪୫ କୋଟି ଟଙ୍କାର ଆୟକର ନୋଟିସ
କଂଗ୍ରେସକୁ ପୁଣି ଆୟକର ନୋଟିସ। ୨୦୧୪-୧୫ରୁ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ କଂଗ୍ରେସକୁ ୧୭୪୫ କୋଟି ଟଙ୍କାର ଆୟକର ନୋଟିସ ମିଳିଛି। ଏହି ନୋଟିସ ମିଳିବା ପରେ କଂଗ୍ରେସକୁ ମିଳିଥିବା ଆୟକର ନୋଟିସର ପରିମାଣ ସମୁଦାୟ ୩ ହଜାର ୫୬୭ କୋଟି ଟଙ୍କାରେ ପହଞ୍ଚିଛି। ୧୯୯୪-୧୫ ଆର୍ଥିକ ବର୍ଷରୁ ମିଳିଥିବା ଆୟକର ନୋଟିସରେ ଜରିମାନା ଓ ସୁଧ ମଧ୍ୟ ମିଶିଛି। ପୂର୍ବରୁ ଆୟକର ବିଭାଗ କଂଗ୍ରେସକୁ ୧୮ ଶହ ଟଙ୍କାର ନୋଟିସ ଜାରି କରିଥିଲା। ରାଜନୈତିକ ଦଳଗୁଡିକୁ […] The post କଂଗ୍ରେସକୁ ପୁଣି ଆୟକର ନୋଟିସ, ଏଥର ୧୭୪୫ କୋଟି ଟଙ୍କାର ଆୟକର ନୋଟିସ appeared first on KNews Odisha.

କଂଗ୍ରେସକୁ ପୁଣି ଆୟକର ନୋଟିସ। ୨୦୧୪-୧୫ରୁ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ କଂଗ୍ରେସକୁ ୧୭୪୫ କୋଟି ଟଙ୍କାର ଆୟକର ନୋଟିସ ମିଳିଛି। ଏହି ନୋଟିସ ମିଳିବା ପରେ କଂଗ୍ରେସକୁ ମିଳିଥିବା ଆୟକର ନୋଟିସର ପରିମାଣ ସମୁଦାୟ ୩ ହଜାର ୫୬୭ କୋଟି ଟଙ୍କାରେ ପହଞ୍ଚିଛି। ୧୯୯୪-୧୫ ଆର୍ଥିକ ବର୍ଷରୁ ମିଳିଥିବା ଆୟକର ନୋଟିସରେ ଜରିମାନା ଓ ସୁଧ ମଧ୍ୟ ମିଶିଛି।
ପୂର୍ବରୁ ଆୟକର ବିଭାଗ କଂଗ୍ରେସକୁ ୧୮ ଶହ ଟଙ୍କାର ନୋଟିସ ଜାରି କରିଥିଲା। ରାଜନୈତିକ ଦଳଗୁଡିକୁ ଟିକସରେ ମିଳୁଥିବା ରିହାତି ନଦେଇ ସଂଗୃହୀତ ସମୁଦାୟ ଚାନ୍ଦା ଉପରେ ଟିକସ ଆଦାୟ କରିବାକୁ ଆୟକର ବିଭାଗ ଉଦ୍ୟମ କରୁଛି। ଏହା ଟିକସ ଆତଙ୍କରାଜ ବୋଲି କହି କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି।
The post କଂଗ୍ରେସକୁ ପୁଣି ଆୟକର ନୋଟିସ, ଏଥର ୧୭୪୫ କୋଟି ଟଙ୍କାର ଆୟକର ନୋଟିସ appeared first on KNews Odisha.