କଂଗ୍ରେସର ବଡ଼ ହୃଦୟ, ସମାଜବାଦୀ ପାର୍ଟି ପାଇଁ ଛାଡିଦେଲା ସମସ୍ତ ଆସନ
ଲକ୍ଷ୍ନୌ,୨୪।୧୦: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବ ନାହିଁ। ଏହା ଘୋଷଣା କରି ଉତ୍ତରପ୍ରଦେଶ କଂଗ୍ରେସ ରାଜ୍ୟ ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ କହିଛନ୍ତି ଯେ ଆମେ ଇଣ୍ଡିଆ ମେଣ୍ଟ ସମାଜବାଦୀ ପାର୍ଟିର ସମସ୍ତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରିବୁ। ସେ କହିଛନ୍ତି ଯେ ଏହି ଦେଶର ସମ୍ବିଧାନ ତଥା ମୂଲ୍ୟବୋଧକୁ ବଞ୍ଚାଇବା ତଥା ଭାଜପାକୁ ପରାସ୍ତ କରିବା ପାଇଁ ଜନସାଧାରଣଙ୍କ ସ୍ବାର୍ଥରେ ଏହି ଆବଶ୍ୟକ […] The post କଂଗ୍ରେସର ବଡ଼ ହୃଦୟ, ସମାଜବାଦୀ ପାର୍ଟି ପାଇଁ ଛାଡିଦେଲା ସମସ୍ତ ଆସନ appeared first on Dharitri Odia News.
ଲକ୍ଷ୍ନୌ,୨୪।୧୦: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବ ନାହିଁ। ଏହା ଘୋଷଣା କରି ଉତ୍ତରପ୍ରଦେଶ କଂଗ୍ରେସ ରାଜ୍ୟ ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ କହିଛନ୍ତି ଯେ ଆମେ ଇଣ୍ଡିଆ ମେଣ୍ଟ ସମାଜବାଦୀ ପାର୍ଟିର ସମସ୍ତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରିବୁ।
ସେ କହିଛନ୍ତି ଯେ ଏହି ଦେଶର ସମ୍ବିଧାନ ତଥା ମୂଲ୍ୟବୋଧକୁ ବଞ୍ଚାଇବା ତଥା ଭାଜପାକୁ ପରାସ୍ତ କରିବା ପାଇଁ ଜନସାଧାରଣଙ୍କ ସ୍ବାର୍ଥରେ ଏହି ଆବଶ୍ୟକ ନିଷ୍ପତ୍ତି ନିଆଯାଇଛି।
The post କଂଗ୍ରେସର ବଡ଼ ହୃଦୟ, ସମାଜବାଦୀ ପାର୍ଟି ପାଇଁ ଛାଡିଦେଲା ସମସ୍ତ ଆସନ appeared first on Dharitri Odia News.