କଏଦୀଙ୍କ ପାଇଁ ଖୁସି ଖବର: ଜେଲ ଡିଜି କହିଲେ….
ଭୁବନେଶ୍ୱର,୧୦।୧୨: କଏଦୀଙ୍କ ପାଇଁ ଆସିଲା ଖୁସିଖବର। ରାଜ୍ୟର ୮୭ଟି ଜେଲ୍ରେ ଥିବା ୪୦୦ କଏଦୀଙ୍କ ସଜା ହେବ କୋହଳ । ଅପରାଧ କରିଥିଲେ ସୁଦ୍ଧା ଜେଲ୍ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିବାରୁ ସଜା କୋହଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ୪୦୦ କଏଦୀଙ୍କ ସଜା କୋହଳ ହେବ ବୋଲି ଜେଲ ଡିଜି ଅରୁଣ ରାୟ ସୂଚନା ଦେଇଛନ୍ତି। The post କଏଦୀଙ୍କ ପାଇଁ ଖୁସି ଖବର: ଜେଲ ଡିଜି କହିଲେ…. appeared first on Dharitri Odia News.
ଭୁବନେଶ୍ୱର,୧୦।୧୨: କଏଦୀଙ୍କ ପାଇଁ ଆସିଲା ଖୁସିଖବର। ରାଜ୍ୟର ୮୭ଟି ଜେଲ୍ରେ ଥିବା ୪୦୦ କଏଦୀଙ୍କ ସଜା ହେବ କୋହଳ । ଅପରାଧ କରିଥିଲେ ସୁଦ୍ଧା ଜେଲ୍ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିବାରୁ ସଜା କୋହଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ୪୦୦ କଏଦୀଙ୍କ ସଜା କୋହଳ ହେବ ବୋଲି ଜେଲ ଡିଜି ଅରୁଣ ରାୟ ସୂଚନା ଦେଇଛନ୍ତି।
The post କଏଦୀଙ୍କ ପାଇଁ ଖୁସି ଖବର: ଜେଲ ଡିଜି କହିଲେ…. appeared first on Dharitri Odia News.