କଙ୍ଗନା ରାଣାଓ୍ଵତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ମାରିଲେ ଚାପୁଡ଼ା, CISF ଯବାନ ଅଟକ

ଚଣ୍ଡିଗଡ଼ ବିମାନବନ୍ଦରରେ ବିଜେପିର ନବନିର୍ବାଚିତ ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କୁ ଚାପୁଡ଼ା । ଏଭଳି ଅଭିଯୋଗ ଆଣିଛନ୍ତି କଙ୍ଗନା । ତାଙ୍କ ତରଫରୁ ଦିଆଯାଇଥିବା ଅଭିଯୋଗ ଅନୁସାରେ, ସେ ଚଣ୍ଡିଗଡ଼ ବିମାନବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ଆସିବାର ଥିଲା । ଯେତେବେଳେ ସେ ସୁରକ୍ଷା ଯାଞ୍ଚ ପରେ ବୋର୍ଡିଂ ପାଇଁ ଯାଉଥିଲେ, ସେହି ସମୟରେ ସିଆଇଏସ୍‌ଏଫ୍‌ ୟୁନିଟ୍ ଚଣ୍ଡିଗଡ଼ ବିମାନବନ୍ଦରର ଜଣେ ଯବାନ ତାଙ୍କୁ ଚାପୁଡ଼ା ମାରିଥିଲେ । ଏହା ପରେ […] The post କଙ୍ଗନା ରାଣାଓ୍ଵତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ମାରିଲେ ଚାପୁଡ଼ା, CISF ଯବାନ ଅଟକ appeared first on KNews Odisha.

କଙ୍ଗନା ରାଣାଓ୍ଵତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ମାରିଲେ ଚାପୁଡ଼ା, CISF ଯବାନ ଅଟକ
kangana

ଚଣ୍ଡିଗଡ଼ ବିମାନବନ୍ଦରରେ ବିଜେପିର ନବନିର୍ବାଚିତ ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କୁ ଚାପୁଡ଼ା । ଏଭଳି ଅଭିଯୋଗ ଆଣିଛନ୍ତି କଙ୍ଗନା । ତାଙ୍କ ତରଫରୁ ଦିଆଯାଇଥିବା ଅଭିଯୋଗ ଅନୁସାରେ, ସେ ଚଣ୍ଡିଗଡ଼ ବିମାନବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ଆସିବାର ଥିଲା । ଯେତେବେଳେ ସେ ସୁରକ୍ଷା ଯାଞ୍ଚ ପରେ ବୋର୍ଡିଂ ପାଇଁ ଯାଉଥିଲେ, ସେହି ସମୟରେ ସିଆଇଏସ୍‌ଏଫ୍‌ ୟୁନିଟ୍ ଚଣ୍ଡିଗଡ଼ ବିମାନବନ୍ଦରର ଜଣେ ଯବାନ ତାଙ୍କୁ ଚାପୁଡ଼ା ମାରିଥିଲେ ।

ଏହା ପରେ କଙ୍ଗନା ରାଣାଓ୍ଵତଙ୍କ ସହ ଯାତ୍ରା କରୁଥିବା ମୟାଙ୍କ୍‌ ମଧୁର ଯବାନଙ୍କୁ ଚାପୁଡ଼ା ମାରିବାକୁ ଚେଷ୍ଟା କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ସିଆଇଏସ୍‌ଏଫ୍‌ ଯବାନଙ୍କୁ ଅଟକ ରଖାଯାଇଛି ।

The post କଙ୍ଗନା ରାଣାଓ୍ଵତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ମାରିଲେ ଚାପୁଡ଼ା, CISF ଯବାନ ଅଟକ appeared first on KNews Odisha.