କଟକକୁ ଅପରାଧ ମୁକ୍ତ କରିବାକୁ ଆକ୍ସନ, ଉସ୍‌ମାନଙ୍କୁ ତଡିପାର କଲା କମିଶନରେଟ୍ ପୋଲିସ

କଟକ  ୦୨/୦୮: ଉସମାନ ଖାନ୍‌ଙ୍କୁ ତଡିପାର ଘୋଷଣା କଲା କମିଶନରେଟ ପୋଲିସ । ଉସମାନ ନା ରେ କଟକର ବିଭିନ୍ନ ଥାନାରେ ରହିଛି ୧୪ଟି ମାମଲା । ଭେଟେରାନ୍ କ୍ରିମିନାଲ ବାବା ଖାଁଙ୍କ ପୁତୁରା ଉସମାନ ଖାନ୍ । ସୂଚନା ଥାଉକି, ଜଘନ୍ୟ ଅପରାଧରେ ସାମିଲ ଥିବା କଟକର ଉସମାନ ଖାନଙ୍କୁ ତଡିପାର ଘୋଷଣା କରିଛି କମିଶନରେଟ୍ ପୋଲିସ । ଉସମାନ କ୍ରିମିନାଲ ବାବା ଖାଁର ପୁତୁରା । ଉସମାନ ନାମରେ ୧୪ ରୁ ଅଧିକ ଅପରାଧିକ ମାମଲା ରହିଛି । ହେଲେ ସେ ପୋଲିସ ଆଖିରେ ଧୂଳି ଦେଇ ଅନେକ ଦିନ ହେବ ଫେରାର ରହିଛି । କଟକ ସହରକୁ ଅପରାଧ ମୁକ୍ତ କରିବା ଉର୍ଦ୍ଦେଶ୍ୟରେ କମିଶନରେଟ ପୋଲିସ ଏଭଳି ଆକ୍ସନ ନେଇଛି ।

କଟକକୁ ଅପରାଧ ମୁକ୍ତ କରିବାକୁ ଆକ୍ସନ, ଉସ୍‌ମାନଙ୍କୁ ତଡିପାର କଲା କମିଶନରେଟ୍ ପୋଲିସ

କଟକ  ୦୨/୦୮: ଉସମାନ ଖାନ୍‌ଙ୍କୁ ତଡିପାର ଘୋଷଣା କଲା କମିଶନରେଟ ପୋଲିସ । ଉସମାନ ନା ରେ କଟକର ବିଭିନ୍ନ ଥାନାରେ ରହିଛି ୧୪ଟି ମାମଲା । ଭେଟେରାନ୍ କ୍ରିମିନାଲ ବାବା ଖାଁଙ୍କ ପୁତୁରା ଉସମାନ ଖାନ୍ । 

ସୂଚନା ଥାଉକି, ଜଘନ୍ୟ ଅପରାଧରେ ସାମିଲ ଥିବା କଟକର ଉସମାନ ଖାନଙ୍କୁ ତଡିପାର ଘୋଷଣା କରିଛି କମିଶନରେଟ୍ ପୋଲିସ । ଉସମାନ କ୍ରିମିନାଲ ବାବା ଖାଁର ପୁତୁରା । 

ଉସମାନ ନାମରେ ୧୪ ରୁ ଅଧିକ ଅପରାଧିକ ମାମଲା ରହିଛି । ହେଲେ ସେ ପୋଲିସ ଆଖିରେ ଧୂଳି ଦେଇ ଅନେକ ଦିନ ହେବ ଫେରାର ରହିଛି । କଟକ ସହରକୁ ଅପରାଧ ମୁକ୍ତ କରିବା ଉର୍ଦ୍ଦେଶ୍ୟରେ କମିଶନରେଟ ପୋଲିସ ଏଭଳି ଆକ୍ସନ ନେଇଛି ।