କଟକରେ କପଡା ଦୋକାନରେ ଲାଗିଲା ନିଆଁ

କଟକ:କଟକ ପିଠା ପୁର ସ୍ଥିତ ଏକ କପଡା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏକ ବଡ ଅଘଟଣ ଘଟିବା ପୂର୍ବରୁ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପ୍ରାଥମିକ ତଦନ୍ତରୁ ସଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ସଠିକ ଅଗ୍ନିଶମ ବାହିନୀ ପହଁଚି ନିଆକୁ ଆୟତ କରିଛି। ସେଥିପାଇଁ ବଡ଼ ଅଘଟଣ ଟଳି ଯାଇଛି।ଅଗ୍ନିଶମ ବାହିନୀର ୨ଟି ଗାଡି […]

କଟକରେ କପଡା ଦୋକାନରେ ଲାଗିଲା ନିଆଁ

କଟକ:କଟକ ପିଠା ପୁର ସ୍ଥିତ ଏକ କପଡା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏକ ବଡ ଅଘଟଣ ଘଟିବା ପୂର୍ବରୁ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ପ୍ରାଥମିକ ତଦନ୍ତରୁ ସଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ତେବେ ସଠିକ ଅଗ୍ନିଶମ ବାହିନୀ ପହଁଚି ନିଆକୁ ଆୟତ କରିଛି। ସେଥିପାଇଁ ବଡ଼ ଅଘଟଣ ଟଳି ଯାଇଛି।ଅଗ୍ନିଶମ ବାହିନୀର ୨ଟି ଗାଡି ନିଆଲିଭା କାର୍ଯ୍ୟରେ ନୋୟୋଜିତ ଥିଲେ।ପାଖାପାଖି ଏକ ଘଣ୍ଟାର ନିଆଁ ଲିଭା କାର୍ଯ୍ୟଜାରି ରହିବା ପରେ ନିଆଁ ଆୟତ୍ତ ହୋଇଥିବା ଜଣାପଡିଛି। ତେବେ ଏହି ଘଟଣା ରେ ଲକ୍ଷାଧିକ ଟଙ୍କାର ବ୍ୟାପକ ଶାଢ଼ୀ, ଡ୍ରେସ,ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି।