କଟକରେ ଚାଲିଛି ଭୋଟିଂ, ତଦାରଖ କରୁଛନ୍ତି ୮୦ ଜଣ ମାଇକ୍ରୋ ଅବଜରଭର
କଟକ ୨୫।୦୫ : କଟକ ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି। କଟକ ଲୋକସଭା ସହ ବାରବାଟୀ କଟକ,ଚୌଦ୍ବାର କଟକ ଓ କଟକ ସଦର, ଆଠଗଡ,ଵାଙ୍କୀ ଓ ଵଡମ୍ବା ନରସିଂହପୁର ବିଧାନସଭା ଆସନ ପାଇଁ ମତଦାନ ହେଉଛି। କଟକର ୬ଟି ବିଧାନସଭା ଆସନର ୧୪୫୩ଵୁଥରେ୧୩ଲକ୍ଷ୮୬ହଜାର ୨୪୫ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି। କଟକ ଲୋକସଭାର ୮୩୪ ସମ୍ବେଦନଶୀଳ ଵୁଥରୁ ଓ୍ବେଵକାଷ୍ଟିଂର ଵ୍ୟଵସ୍ଥା କରାଯାଇଛି। ଏହାସହ ୩୮ଵୁଥରେ ଭିଡିଓଗ୍ରାଫି ଵ୍ୟଵସ୍ଥା ମଧ୍ୟ କରାଯାଇଛି। ସମ୍ବେଦନଶୀଳ ବୁଥ ଗୁଡ଼ିକରେ ୧୯୮ଵୁଥରେ ସିଏପିଏଫ୍ ମୁତୟନ ହୋଇଛନ୍ତି ଵୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ମତଦାନ ପ୍ରକ୍ରିୟା ଅନୁଧ୍ୟାନ କରିଵା ପାଇଁ ୮୦ ଜଣ ମାଇକ୍ରୋ ଅବଜରଭର ମଧ୍ୟ ନିୟୋଜିତ ହୋଇଥିଵା ସୂଚନା ଦେଇଛନ୍ତି ଜିଲ୍ଲାପାଳ।
କଟକ ୨୫।୦୫ : କଟକ ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି। କଟକ ଲୋକସଭା ସହ ବାରବାଟୀ କଟକ,ଚୌଦ୍ବାର କଟକ ଓ କଟକ ସଦର, ଆଠଗଡ,ଵାଙ୍କୀ ଓ ଵଡମ୍ବା ନରସିଂହପୁର ବିଧାନସଭା ଆସନ ପାଇଁ ମତଦାନ ହେଉଛି।
କଟକର ୬ଟି ବିଧାନସଭା ଆସନର ୧୪୫୩ଵୁଥରେ୧୩ଲକ୍ଷ୮୬ହଜାର ୨୪୫ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି। କଟକ ଲୋକସଭାର ୮୩୪ ସମ୍ବେଦନଶୀଳ ଵୁଥରୁ ଓ୍ବେଵକାଷ୍ଟିଂର ଵ୍ୟଵସ୍ଥା କରାଯାଇଛି। ଏହାସହ ୩୮ଵୁଥରେ ଭିଡିଓଗ୍ରାଫି ଵ୍ୟଵସ୍ଥା ମଧ୍ୟ କରାଯାଇଛି। ସମ୍ବେଦନଶୀଳ ବୁଥ ଗୁଡ଼ିକରେ ୧୯୮ଵୁଥରେ ସିଏପିଏଫ୍ ମୁତୟନ ହୋଇଛନ୍ତି ଵୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ମତଦାନ ପ୍ରକ୍ରିୟା ଅନୁଧ୍ୟାନ କରିଵା ପାଇଁ ୮୦ ଜଣ ମାଇକ୍ରୋ ଅବଜରଭର ମଧ୍ୟ ନିୟୋଜିତ ହୋଇଥିଵା ସୂଚନା ଦେଇଛନ୍ତି ଜିଲ୍ଲାପାଳ।