କଟକରେ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡର ନୂତନ ଷ୍ଟୋର ଉଦ୍‌ଘାଟିତ

କଟକ: ମଧୁକୁଞ୍ଜ ପକ୍ଷରୁ ଏକ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡର ଏକ ନୂତନ ଷ୍ଟୋର ଉଦ୍‌ଘାଟିତ ହୋଇଛି । ଏହି ଷ୍ଟୋରକୁ କର୍ଣ୍ଣଲ ସତ୍ୟବ୍ରତ ସ୍ୱାଇଁ ଉଦଘାଟନ କରିଥିଲେ । କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ ପରିସରରେ ଥିବା ଏନସିସି କ୍ୟାଣ୍ଟିନରେ ଏହି ନୂତନ ଷ୍ଟୋର ଖୋଲାଯାଇଛି । ଏହି ଷ୍ଟୋରରୁ ପ୍ରତିରକ୍ଷା ବିଭାଗ ଅଧିକାରୀ କର୍ମଚାରୀଙ୍କ ସମେତ ସାଧାରଣ ଲୋକମାନେ ମଧ୍ୟ ଗହଣା କିଣିପାରିବେ। ମଧୁକୁଞ୍ଜର ଏହି ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ ଷ୍ଟୋର କଟକରେ ପ୍ରଥମ ହୋଇଥିବା ବେଳେ ଓଡ଼ିଶାରେ ଦ୍ୱତୀୟ। ଏହା ପୂର୍ବରୁ ଜଟଣୀରେ ଏକ ଷ୍ଟୋର ଖୋଲାଯାଇଥିଲା। ତେବେ କଟକରେ ମଧ୍ୟ ଭଲ ବ୍ୟବସାୟ ହେବ ବୋଲି କହିଛନ୍ତି ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ମାଲିକ ।

କଟକରେ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡର ନୂତନ ଷ୍ଟୋର ଉଦ୍‌ଘାଟିତ

କଟକ: ମଧୁକୁଞ୍ଜ ପକ୍ଷରୁ ଏକ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡର ଏକ ନୂତନ ଷ୍ଟୋର ଉଦ୍‌ଘାଟିତ ହୋଇଛି । ଏହି ଷ୍ଟୋରକୁ କର୍ଣ୍ଣଲ ସତ୍ୟବ୍ରତ ସ୍ୱାଇଁ ଉଦଘାଟନ କରିଥିଲେ । କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ ପରିସରରେ ଥିବା ଏନସିସି କ୍ୟାଣ୍ଟିନରେ ଏହି ନୂତନ ଷ୍ଟୋର ଖୋଲାଯାଇଛି । ଏହି ଷ୍ଟୋରରୁ ପ୍ରତିରକ୍ଷା ବିଭାଗ ଅଧିକାରୀ କର୍ମଚାରୀଙ୍କ ସମେତ ସାଧାରଣ ଲୋକମାନେ ମଧ୍ୟ ଗହଣା କିଣିପାରିବେ। 

ମଧୁକୁଞ୍ଜର ଏହି ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ ଷ୍ଟୋର କଟକରେ ପ୍ରଥମ ହୋଇଥିବା ବେଳେ ଓଡ଼ିଶାରେ ଦ୍ୱତୀୟ। ଏହା ପୂର୍ବରୁ ଜଟଣୀରେ ଏକ ଷ୍ଟୋର ଖୋଲାଯାଇଥିଲା। ତେବେ କଟକରେ ମଧ୍ୟ ଭଲ ବ୍ୟବସାୟ ହେବ ବୋଲି କହିଛନ୍ତି ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ମାଲିକ ।