କନସର୍ଟରେ ଗାୟକ Karan Aujlaଙ୍କୁ ଫିଙ୍ଗିଲେ ଜୋତା, ରାଗିକି ଫ୍ୟାନ୍ସଙ୍କୁ କହିଲେ-ସାହାସ ଅଛି ଯଦି ସାମ୍ନାକୁ ଆସ

ମୁମ୍ଵାଇ ୨୪।୦୯: ଲୋକପ୍ରିୟ ପଞ୍ଜାବୀ ଗାୟକ କରଣ ଔଜଲା। ତାଙ୍କ ଲାଇଭ କନ୍ସର୍ଟରେ ଜଣେ ବ୍ୟକ୍ତି ଜୋତା ଫିଙ୍ଗିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖାଯାଉଛି ଯେ ଗାୟକ ଷ୍ଟେଜ୍‌ରେ ପରଫମାନ୍ସ କରୁଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରେ ଜୋତା ଫୋପାଡୁଛନ୍ତି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।View this post on InstagramA post shared by Viral Bhayani (@viralbhayani)କହିବାକୁ ଗଲେ ଏହି ଲାଇଭ୍ ସୋ ଲଣ୍ଡନରେ ଚାଲିଥିଲା । ଏହି କନସର୍ଟରେ ଜଣେ ବ୍ୟକ୍ତି ତାଙ୍କ ଉପରେ ଜୋତା ଫିଙ୍ଗିଥିଲେ । ଜୋତା ଗାୟକଙ୍କ ମୁହଁକୁ ବାଜିଥିଲା । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଭିଡିଓ ଦେଖିବା ପରେ ପ୍ରଶଂସକମାନେ ସେହି ବ୍ୟକ୍ତିଙ୍କ ଉପରେ ଭଡକିଛନ୍ତି। ଏହି ଭିଡିଓରେ ଜଣେ ୟୁଜର୍ସ କହିଛନ୍ତି- କରଣ ହ୍ୟାଟ୍ସଅପ।  ଅନ୍ୟ ଜଣେ କହିଛନ୍ତି- ଏହା ଅତ୍ୟନ୍ତ ଅପମାନଜନକ । ସେ ତୁମ ପାଇଁ ଏକ ଶୋ ’କରୁଛନ୍ତି। ' ଯଦି ତୁମେ ଏହାକୁ ପସନ୍ଦ କରୁନାହଁ ତେବେ ତାଙ୍କ କନସର୍ଟକୁ କାହିଁକି ଆସୁଛ? ଅନ୍ୟ ଜଣେ କହିଛନ୍ତି - ସେ ଜଣେ ଛପରି। ଆଉ ଜଣେ କହିଛନ୍ତି - ଆଜିକାଲି ଧ୍ୟାନ ଆକର୍ଷଣ କରିବା ପାଇଁ ଜଣେ ଗାୟକଙ୍କ ନିକଟରେ ଏହି ଜିନିଷ ଫିଙ୍ଗିବାର କାରଣ କଣ? ଏହି କାର୍ଯ୍ୟରେ ଗାୟକ ମଧ୍ୟ କ୍ରୋଧିତ ହୋଇଥିଲେ ଏବଂ ନିଜେ ମଞ୍ଚରୁ ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ। ଜୋତାକୁ ସେହି

କନସର୍ଟରେ ଗାୟକ Karan Aujlaଙ୍କୁ ଫିଙ୍ଗିଲେ ଜୋତା, ରାଗିକି ଫ୍ୟାନ୍ସଙ୍କୁ କହିଲେ-ସାହାସ ଅଛି ଯଦି ସାମ୍ନାକୁ ଆସ

ମୁମ୍ଵାଇ ୨୪।୦୯: ଲୋକପ୍ରିୟ ପଞ୍ଜାବୀ ଗାୟକ କରଣ ଔଜଲା। ତାଙ୍କ ଲାଇଭ କନ୍ସର୍ଟରେ ଜଣେ ବ୍ୟକ୍ତି ଜୋତା ଫିଙ୍ଗିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖାଯାଉଛି ଯେ ଗାୟକ ଷ୍ଟେଜ୍‌ରେ ପରଫମାନ୍ସ କରୁଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରେ ଜୋତା ଫୋପାଡୁଛନ୍ତି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।


କହିବାକୁ ଗଲେ ଏହି ଲାଇଭ୍ ସୋ ଲଣ୍ଡନରେ ଚାଲିଥିଲା । ଏହି କନସର୍ଟରେ ଜଣେ ବ୍ୟକ୍ତି ତାଙ୍କ ଉପରେ ଜୋତା ଫିଙ୍ଗିଥିଲେ । ଜୋତା ଗାୟକଙ୍କ ମୁହଁକୁ ବାଜିଥିଲା । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଭିଡିଓ ଦେଖିବା ପରେ ପ୍ରଶଂସକମାନେ ସେହି ବ୍ୟକ୍ତିଙ୍କ ଉପରେ ଭଡକିଛନ୍ତି। ଏହି ଭିଡିଓରେ ଜଣେ ୟୁଜର୍ସ କହିଛନ୍ତି- କରଣ ହ୍ୟାଟ୍ସଅପ।  ଅନ୍ୟ ଜଣେ କହିଛନ୍ତି- ଏହା ଅତ୍ୟନ୍ତ ଅପମାନଜନକ । ସେ ତୁମ ପାଇଁ ଏକ ଶୋ ’କରୁଛନ୍ତି। ' ଯଦି ତୁମେ ଏହାକୁ ପସନ୍ଦ କରୁନାହଁ ତେବେ ତାଙ୍କ କନସର୍ଟକୁ କାହିଁକି ଆସୁଛ? ଅନ୍ୟ ଜଣେ କହିଛନ୍ତି - ସେ ଜଣେ ଛପରି। ଆଉ ଜଣେ କହିଛନ୍ତି - ଆଜିକାଲି ଧ୍ୟାନ ଆକର୍ଷଣ କରିବା ପାଇଁ ଜଣେ ଗାୟକଙ୍କ ନିକଟରେ ଏହି ଜିନିଷ ଫିଙ୍ଗିବାର କାରଣ କଣ? 

ଏହି କାର୍ଯ୍ୟରେ ଗାୟକ ମଧ୍ୟ କ୍ରୋଧିତ ହୋଇଥିଲେ ଏବଂ ନିଜେ ମଞ୍ଚରୁ ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ। ଜୋତାକୁ ସେହି ବ୍ୟକ୍ତିଙ୍କ ନିକଟକୁ ଫେରାଇ ଦେଇଥିଲେ। ପ୍ରଶଂସକମାନେ ଗାୟକଙ୍କ ଏହି ବ୍ୟବହାରକୁ ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ଏହି ଭିଡିଓ ଖୁବ୍‌ ଭାଇରାଲ୍ ହେଉଛି । ସାଧାରଣ ଲୋକଙ୍କ ସହ ବିଶେଷ ବ୍ୟକ୍ତିମାନେ ମଧ୍ୟ ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।