କନ୍ଧମାଳରେ ନିଯୁକ୍ତି ମେଳା ପ୍ରସ୍ତୁତି ବୈଠକ, ଯୋଗ ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ
କନ୍ଧମାଳ : କନ୍ଧମାଳରେ ନିଯୁକ୍ତି ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ଧମାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ମେଳାକୁ କିପରି ସୁନ୍ଦର ଭାବେ ଆୟୋଜନ କରାଯାଇପାରିବ ସେନେଇ କନ୍ଧମାଳ ସାଂସଦ ଜିଲ୍ଲା ପ୍ରଶାସନ ଓ ସମସ୍ତ ବ୍ଲକ ପ୍ରଶାସନ ସହ ଆଲୋଚନା କରିଥିଲେ। ନିଯୁକ୍ତି ମେଳାରେ ଜିଲ୍ଲାର ଗ୍ରାମାଞ୍ଚଳରୁ କିପରି ଅଧିକରୁ ଅଧିକ ଶିକ୍ଷିତ ଯୁବକ ଯୁବତୀ […] The post କନ୍ଧମାଳରେ ନିଯୁକ୍ତି ମେଳା ପ୍ରସ୍ତୁତି ବୈଠକ, ଯୋଗ ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.

କନ୍ଧମାଳ : କନ୍ଧମାଳରେ ନିଯୁକ୍ତି ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କନ୍ଧମାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ମେଳାକୁ କିପରି ସୁନ୍ଦର ଭାବେ ଆୟୋଜନ କରାଯାଇପାରିବ ସେନେଇ କନ୍ଧମାଳ ସାଂସଦ ଜିଲ୍ଲା ପ୍ରଶାସନ ଓ ସମସ୍ତ ବ୍ଲକ ପ୍ରଶାସନ ସହ ଆଲୋଚନା କରିଥିଲେ।
ନିଯୁକ୍ତି ମେଳାରେ ଜିଲ୍ଲାର ଗ୍ରାମାଞ୍ଚଳରୁ କିପରି ଅଧିକରୁ ଅଧିକ ଶିକ୍ଷିତ ଯୁବକ ଯୁବତୀ ଉପସ୍ଥିତ ରହିବେ ସେ ନେଇ ବୈଠକ ରେ ଆଲୋଚନା ହୋଇଛି। ବୈଠକରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ଶୁଭେନ୍ଦୁ କୁମାର ପାତ୍ର, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସମେତ ଜିଲ୍ଲାର ୧୨ ବ୍ଲକର ସମସ୍ତ ବିଡ଼ିଓ ଓ ତହସିଲଦାର ଉପସ୍ଥିତ ଥିଲେ।
The post କନ୍ଧମାଳରେ ନିଯୁକ୍ତି ମେଳା ପ୍ରସ୍ତୁତି ବୈଠକ, ଯୋଗ ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.