କମିବ ମାଙ୍କଡ଼ ଉପଦ୍ରବ, ମଙ୍କି ସ୍କ୍ୱାଡ୍ ଗଠନ କରିବେ ରାଜ୍ୟ ସରକାର

ଭୁବନେଶ୍ବର ୨୦।୮: ମାଙ୍କଡ ଉପଦ୍ରବ କମାଇବା ପାଇଁ ମଙ୍କି ସ୍କ୍ୱାଡ୍ ଗଠନ କରିବେ ରାଜ୍ୟ ସରକାର । ସମ୍ବେଦନଶୀଳ ବନଖଣ୍ଡ ଗୁଡିକରେ ମଙ୍କି ସ୍କ୍ୱାଡ୍ ଗଠନ କରିବାକୁ ଯୋଜନା କରାଯାଇଛି । ଏହାସହ ମାଙ୍କଡ ଉତ୍ପାତ କରୁଥିବା ଅଞ୍ଚଳରେ ଅଲ୍ଟ୍ରାସୋନିକ୍ ମଙ୍କି ରିପେଲର ମେସିନ ସାହାଯ୍ୟରେ ଆଣ୍ଟି ଡିପ୍ରେଡେସନ ଟିମ୍ ପ୍ରତ୍ୟେକ ବନଖଣ୍ଡରେ ମାଙ୍କଡ ଘଉଡ଼ାଇବା ପାଇଁ ସାହାଯ୍ୟ କରୁଛନ୍ତି । ବିପଦ ସୃଷ୍ଟିକାରୀ ମାଙ୍କଡ ଗୁଡିକୁ ନିଶ୍ଚେତକ ଦେଇ ଜଙ୍ଗଲରେ ଛଡା ଯାଉଛି । ଆବଶ୍ୟକ ସ୍ଥଳେ ଅଭିଜ୍ଞ ମଙ୍କଡିଆ ମାନଙ୍କର ସାହାଯ୍ୟ ନେଉଛି ବନ ବିଭାଗ ।ରାଜ୍ୟର ବିଭିନ୍ନ ଜନଗହଳି ସ୍ଥାନ ଗୁଡିକରେ କେଜ୍ ଏବଂ ପ୍ଲାଷ୍ଟିକ୍ ଜାଲର ବ୍ୟବହାର କରାଯାଉଛି । ମଙ୍କି ସ୍କାରିଙ୍ଗ କାନନ ଡିଭାଇସ୍ ମାଙ୍କଡ ଘଉଡ଼ାଇବା ପାଇଁ ବ୍ୟବହାର କରାଯାଉଛି । ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।You Can Read:ବାଂଲାଦେଶୀଙ୍କୁ ଜଗିବ ଓଡ଼ିଶା ପୋଲିସ, ସମ୍ବଲପୁରରେ ଖୋଲିଲା ପ୍ରଥମ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍  

କମିବ ମାଙ୍କଡ଼ ଉପଦ୍ରବ, ମଙ୍କି ସ୍କ୍ୱାଡ୍ ଗଠନ କରିବେ ରାଜ୍ୟ ସରକାର

ଭୁବନେଶ୍ବର ୨୦।୮ମାଙ୍କଡ ଉପଦ୍ରବ କମାଇବା ପାଇଁ ମଙ୍କି ସ୍କ୍ୱାଡ୍ ଗଠନ କରିବେ ରାଜ୍ୟ ସରକାର । ସମ୍ବେଦନଶୀଳ ବନଖଣ୍ଡ ଗୁଡିକରେ ମଙ୍କି ସ୍କ୍ୱାଡ୍ ଗଠନ କରିବାକୁ ଯୋଜନା କରାଯାଇଛି । ଏହାସହ ମାଙ୍କଡ ଉତ୍ପାତ କରୁଥିବା ଅଞ୍ଚଳରେ ଅଲ୍ଟ୍ରାସୋନିକ୍ ମଙ୍କି ରିପେଲର ମେସିନ ସାହାଯ୍ୟରେ ଆଣ୍ଟି ଡିପ୍ରେଡେସନ ଟିମ୍ ପ୍ରତ୍ୟେକ ବନଖଣ୍ଡରେ ମାଙ୍କଡ ଘଉଡ଼ାଇବା ପାଇଁ ସାହାଯ୍ୟ କରୁଛନ୍ତି । ବିପଦ ସୃଷ୍ଟିକାରୀ ମାଙ୍କଡ ଗୁଡିକୁ ନିଶ୍ଚେତକ ଦେଇ ଜଙ୍ଗଲରେ ଛଡା ଯାଉଛି । ଆବଶ୍ୟକ ସ୍ଥଳେ ଅଭିଜ୍ଞ ମଙ୍କଡିଆ ମାନଙ୍କର ସାହାଯ୍ୟ ନେଉଛି ବନ ବିଭାଗ ।

ରାଜ୍ୟର ବିଭିନ୍ନ ଜନଗହଳି ସ୍ଥାନ ଗୁଡିକରେ କେଜ୍ ଏବଂ ପ୍ଲାଷ୍ଟିକ୍ ଜାଲର ବ୍ୟବହାର କରାଯାଉଛି । ମଙ୍କି ସ୍କାରିଙ୍ଗ କାନନ ଡିଭାଇସ୍ ମାଙ୍କଡ ଘଉଡ଼ାଇବା ପାଇଁ ବ୍ୟବହାର କରାଯାଉଛି । 

ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

You Can Read:

ବାଂଲାଦେଶୀଙ୍କୁ ଜଗିବ ଓଡ଼ିଶା ପୋଲିସ, ସମ୍ବଲପୁରରେ ଖୋଲିଲା ପ୍ରଥମ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍