କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ, ପ୍ରେମ ସମ୍ପର୍କ ଦୃଢ଼ ହେବ
ମେଷ- ଆଦର ସମ୍ମାନ ମିଳିବ । ସର୍ବ କାର୍ଯ୍ୟରେ ଜୟ ଲାଭ କରିବେ । ସମୟ କଠିନ, ରହିବ କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ମିଳିପାରେ । ପ୍ରେମ ସମ୍ପର୍କ ପାଇଁ ଏହା ଏକ ଭଲ ସମୟ । ମନରେ ଥିବା ନକାରାତ୍ମକ ଚିନ୍ତାକୁ ଦୂରେଇବାକୁ ଚେଷ୍ଟା କରନ୍ତୁ ।ବୃଷ- ଦଶମ ଚନ୍ଦ୍ର ରହିଥିବାରୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ବିବାହିତ ଜୀବନ ଖୁସିରେ ରହିବ। ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ । ଛାତ୍ରମାନେ ଭଲ ଫଳାଫଳ ପାଇବେ |ମିଥୁନ- ମିଥୁନ ରାଶି ପାଇଁ ଘାତ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବ । ଆୟ ହ୍ରାସ ହେବାର ମଧ୍ୟ ସମ୍ଭାବନା ଅଛି । କାରବାରରେ ତତ୍ପର ହୁଅନ୍ତୁ ନାହିଁ । ବିବାହ ଓ ସବୁ କାର୍ଯ୍ୟ ଗୃହରେ କରିବା ନିଷେଧ। ଯାନବାହନରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ବିଧେୟ ।କର୍କଟ- ଆଳସ୍ୟର ବଶବର୍ତ୍ତୀ ହେବ। ଆଶା କରିଥିବା ସଫଳତା ମିଳିବାକୁ ସମୟ ଲାଗିବ । ଶରୀର ପୀଡା ପରି ସମସ୍ୟା ଆପଣକୁ ଗ୍ରାସ କରିପାରେ। ଆଣ୍ଠୁ ଗଣ୍ଠିରେ ମଧ୍ୟ ସମସ୍ୟା ହୋଇପାରେ । ହେଲେ ମଧ୍ୟ ଆୟ ଠିକ୍ ରହିବ। ବିଦ୍ୟାର୍ଥୀମାନେ କର୍ମଠ ହେବ ।ସିଂହ- ମନ ପ୍ରସନ୍ନ ରହିବ । କ୍ୟାରିୟର ଏକ ନୂଆ ଦିଗ ନେବ । କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।କନ୍ୟା- କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ, କିଛ
ମେଷ- ଆଦର ସମ୍ମାନ ମିଳିବ । ସର୍ବ କାର୍ଯ୍ୟରେ ଜୟ ଲାଭ କରିବେ । ସମୟ କଠିନ, ରହିବ କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ମିଳିପାରେ । ପ୍ରେମ ସମ୍ପର୍କ ପାଇଁ ଏହା ଏକ ଭଲ ସମୟ । ମନରେ ଥିବା ନକାରାତ୍ମକ ଚିନ୍ତାକୁ ଦୂରେଇବାକୁ ଚେଷ୍ଟା କରନ୍ତୁ ।
ବୃଷ- ଦଶମ ଚନ୍ଦ୍ର ରହିଥିବାରୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ବିବାହିତ ଜୀବନ ଖୁସିରେ ରହିବ। ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ । ଛାତ୍ରମାନେ ଭଲ ଫଳାଫଳ ପାଇବେ |
ମିଥୁନ- ମିଥୁନ ରାଶି ପାଇଁ ଘାତ ଚନ୍ଦ୍ର କାରଣରୁ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବ । ଆୟ ହ୍ରାସ ହେବାର ମଧ୍ୟ ସମ୍ଭାବନା ଅଛି । କାରବାରରେ ତତ୍ପର ହୁଅନ୍ତୁ ନାହିଁ । ବିବାହ ଓ ସବୁ କାର୍ଯ୍ୟ ଗୃହରେ କରିବା ନିଷେଧ। ଯାନବାହନରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ବିଧେୟ ।
କର୍କଟ- ଆଳସ୍ୟର ବଶବର୍ତ୍ତୀ ହେବ। ଆଶା କରିଥିବା ସଫଳତା ମିଳିବାକୁ ସମୟ ଲାଗିବ । ଶରୀର ପୀଡା ପରି ସମସ୍ୟା ଆପଣକୁ ଗ୍ରାସ କରିପାରେ। ଆଣ୍ଠୁ ଗଣ୍ଠିରେ ମଧ୍ୟ ସମସ୍ୟା ହୋଇପାରେ । ହେଲେ ମଧ୍ୟ ଆୟ ଠିକ୍ ରହିବ। ବିଦ୍ୟାର୍ଥୀମାନେ କର୍ମଠ ହେବ ।
ସିଂହ- ମନ ପ୍ରସନ୍ନ ରହିବ । କ୍ୟାରିୟର ଏକ ନୂଆ ଦିଗ ନେବ । କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।
କନ୍ୟା- କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ, କିଛି ଚିନ୍ତା ମନକୁ ପ୍ରଭାବିତ କରିବ । ଆପଣ ସମସ୍ତଙ୍କ ପାଖରେ ଆପଣଙ୍କର ଯୋଜନା ପ୍ରକାଶ କରିବେ । ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅଳସୁଆ ହୁଅନ୍ତୁ ନାହିଁ ।
ତୁଳା- ସୃଜନଶୀଳତା ଶିଖରରେ ରହିବ । ତଥାପି ମାନସିକ ଆସନ୍ତି ହୋଇପାରେ । ଅର୍ଥ ସମ୍ବନ୍ଧୀୟ ବିଷୟଗୁଡ଼ିକ ବୁଦ୍ଧିମାନ ଭାବରେ ପରିଚାଳିତ କରନ୍ତୁ । ଏକ ବ୍ୟବସାୟ ପ୍ରସଙ୍ଗରେ, ଆପଣ କିଛି ସୃଜନଶୀଳ କାର୍ଯ୍ୟ ପାଇଁ ସମ୍ପତ୍ତିକୁ ବ୍ୟବହାର କରିବେ ।
ବିଛା- କୌଣସି ଦ୍ରବ୍ୟ ନଷ୍ଟ ହୋଇ ପାରେ । ଅଟକିଥିବା କାର୍ଯ୍ୟ ସମାପ୍ତ ହେବ । ଘରେ ହଠାତ୍ ବନ୍ଧୁଙ୍କ ଆଗମନ ହୋଇପାରେ । ଏହି ରାଶିର ଛାତ୍ରମାନଙ୍କ ପାଇଁ ସାଧାରଣ ଦିନ ହେବ । ଘରେ ସୁଖ ଏବଂ ସମୃଦ୍ଧତା ବୃଦ୍ଧି ହେବାର ସମ୍ଭାବନା ଅଛି ।
ଧନୁ- ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଆର୍ଥିକ ପରିସ୍ଥିତି ଦୃଢ଼ ହେବ । ଭାବପ୍ରବଣତା ଆପଣଙ୍କ ପାଇଁ ସମସ୍ୟା ହୋଇପାରେ । ହୋଲସେଲ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ଅଟେ | ପରିବାର ସହିତ ସମୟ ବିତାଇ ମନ ଖୁସି ହେବ।
ମକର- ଆର୍ଥିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଥରେ ପରାମର୍ଶ ନେବା ଆବଶ୍ୟକ । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି ।
କୁମ୍ଭ- କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନ ଆସିପାରେ । ଆପଣ କିଛି କାର୍ଯ୍ୟ ସମ୍ବନ୍ଧରେ ଏକ ବଡ଼ ନିଷ୍ପତ୍ତି ନେଇପାରିବେ । ପିଲାମାନଙ୍କଠାରୁ ଭଲ ଖବର ପାଇବାର ସମ୍ଭାବନା ଅଛି । ଅଫିସରେ କୌଣସି ଜଟିଳ ବିଷୟ ସମାଧାନ ହେବ।
ମୀନ- କିଛି ନୂତନ ଏବଂ ଆକର୍ଷଣୀୟ ଅନୁଭୂତି ପାଇବେ । ଅଧ୍ୟୟନ କିମ୍ବା ବୃତ୍ତି ସହିତ ଜଡିତ କାର୍ଯ୍ୟ ପୁଣି ଆରମ୍ଭ ହେବ । ଭ୍ରମଣରୁ ଦୂରେଇ ରୁହନ୍ତୁ କାରଣ ଏହା ଆପଣଙ୍କୁ କ୍ଳାନ୍ତ ଏବଂ ଚାପଗ୍ରସ୍ତ କରିବ । କିଛି କାର୍ଯ୍ୟରେ ନୂତନ ଅନୁଭୂତି ପାଇବେ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - ୮୨୪୯୮୨୬୬୮୨