କଳିଙ୍ଗା ଘାଟିରେ ଭୁଶୁଡିଲା ନିର୍ମାଣଧିନ ଗାର୍ଡ ୱାଲ୍, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ଜି.ଉଦୟଗିରି ୧୭।୬: କନ୍ଧମାଳ କଳିଙ୍ଗା ଘାଟିର ଅନ୍ଧାରକୋଟି ଠାରେ ଭୁଶୁଡିଲା ନିର୍ମାଣଧିନ ଗାର୍ଡ ୱାଲ୍ । ଗାର୍ଡ ୱାଲ୍ ଭୁଶୁଡି ପଡିବାରୁ ଯାତାୟାତ ବିପଦଜନକ ଅବସ୍ଥାରେ ରହିଛି । କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଯାଉଥିବା ଶହ ଶହ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପୂର୍ବରୁ ଦୁଇ ଥର ଗାର୍ଡ ୱାଲ୍ ଭୁଶୁଡି ପଡିଥିଲା । ଜି.ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିଛି । କିଭଳି ଅବସ୍ଥାରେ ଏବଂ କେଉଁ ଅବସ୍ଥାରେ ଏପରି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।You Can Read:ଦ୍ବନ୍ଦ୍ବ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ, ଆସନ୍ତା ୨୦ରେ ଖୋଲିବ ସମସ୍ତ ସ୍କୁଲ 

କଳିଙ୍ଗା ଘାଟିରେ ଭୁଶୁଡିଲା ନିର୍ମାଣଧିନ ଗାର୍ଡ ୱାଲ୍, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ଜି.ଉଦୟଗିରି ୧୭।୬: କନ୍ଧମାଳ କଳିଙ୍ଗା ଘାଟିର ଅନ୍ଧାରକୋଟି ଠାରେ ଭୁଶୁଡିଲା ନିର୍ମାଣଧିନ ଗାର୍ଡ ୱାଲ୍ । ଗାର୍ଡ ୱାଲ୍ ଭୁଶୁଡି ପଡିବାରୁ ଯାତାୟାତ ବିପଦଜନକ ଅବସ୍ଥାରେ ରହିଛି । କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଯାଉଥିବା ଶହ ଶହ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପୂର୍ବରୁ ଦୁଇ ଥର ଗାର୍ଡ ୱାଲ୍ ଭୁଶୁଡି ପଡିଥିଲା । 

ଜି.ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିଛି । କିଭଳି ଅବସ୍ଥାରେ ଏବଂ କେଉଁ ଅବସ୍ଥାରେ ଏପରି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

You Can Read:

ଦ୍ବନ୍ଦ୍ବ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ, ଆସନ୍ତା ୨୦ରେ ଖୋଲିବ ସମସ୍ତ ସ୍କୁଲ