କଶ୍ମୀରରେ କ୍ରିକେଟ ଖେଳିଲେ ତେନ୍ଦୁଲକର, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୨।୨: ପୂର୍ବତନ ଭାରତୀୟ ଭେଟେରାନ ବ୍ୟାଟର ସଚିନ ତେନ୍ଦୁଲକର ପ୍ରାୟତଃ ଭାରତର ବିଭିନ୍ନ ସ୍ଥାନରେ ଦେଖାଯାଏ । ଏଥର ପୂର୍ବତନ ଭାରତୀୟ ଭେଟେରାନ ଖେଳାଳି କଶ୍ମୀରରେ ପହଞ୍ଚିଛନ୍ତି। ତେନ୍ଦୁଲକର କଶ୍ମୀରରେ ଏକ କ୍ରିକେଟ ମ୍ୟାଚ ଖେଳିଛନ୍ତି। ପୂର୍ବତନ ବ୍ୟାଟର ରାସ୍ତାରେ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ପତ୍ନୀ ଅଞ୍ଜଳି ମଧ୍ୟ ସଚିନଙ୍କ ସହ ନଜର ଆସିଛନ୍ତି। ରାସ୍ତା ମଝିରେ କ୍ରିକେଟ ଖେଳିବାକୁ ଓହ୍ଲାଇଥିବା ସଚିନ ତାଙ୍କର ଶେଷ ସଟ୍ ଏପରି ଢଙ୍ଗରେ ଖେଳିଥିଲେ […] The post କଶ୍ମୀରରେ କ୍ରିକେଟ ଖେଳିଲେ ତେନ୍ଦୁଲକର, ଭିଡିଓ ଭାଇରାଲ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୨: ପୂର୍ବତନ ଭାରତୀୟ ଭେଟେରାନ ବ୍ୟାଟର ସଚିନ ତେନ୍ଦୁଲକର ପ୍ରାୟତଃ ଭାରତର ବିଭିନ୍ନ ସ୍ଥାନରେ ଦେଖାଯାଏ । ଏଥର ପୂର୍ବତନ ଭାରତୀୟ ଭେଟେରାନ ଖେଳାଳି କଶ୍ମୀରରେ ପହଞ୍ଚିଛନ୍ତି। ତେନ୍ଦୁଲକର କଶ୍ମୀରରେ ଏକ କ୍ରିକେଟ ମ୍ୟାଚ ଖେଳିଛନ୍ତି। ପୂର୍ବତନ ବ୍ୟାଟର ରାସ୍ତାରେ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ପତ୍ନୀ ଅଞ୍ଜଳି ମଧ୍ୟ ସଚିନଙ୍କ ସହ ନଜର ଆସିଛନ୍ତି। ରାସ୍ତା ମଝିରେ କ୍ରିକେଟ ଖେଳିବାକୁ ଓହ୍ଲାଇଥିବା ସଚିନ ତାଙ୍କର ଶେଷ ସଟ୍ ଏପରି ଢଙ୍ଗରେ ଖେଳିଥିଲେ ଯେ ଯାହା ମାଧ୍ୟମରେ ତାଙ୍କୁ କାହିଁକି ‘ଗଡ ଅଫ କ୍ରିକେଟ’ କୁହାଯାଏ ବୋଲି ସେ ସ୍ପଷ୍ଟ କରିଛନ୍ତି।
Cricket & Kashmir: A MATCH in HEAVEN! pic.twitter.com/rAG9z5tkJV
— Sachin Tendulkar (@sachin_rt) February 22, 2024
The post କଶ୍ମୀରରେ କ୍ରିକେଟ ଖେଳିଲେ ତେନ୍ଦୁଲକର, ଭିଡିଓ ଭାଇରାଲ appeared first on Dharitri Odia News.