କାଙ୍ଗାଳ କରିଦେବ ବାସ୍ତୁଦୋଷ, ରୋଗରେ ପଡ଼ି ହେବେ ଖର୍ଚ୍ଚାନ୍ତ, ଜାଣିରଖନ୍ତୁ…

ଘରେ କୌଣସି ଛୋଟମୋଟ ବାସ୍ତୁଦୋଷ ଥିଲେ ଏହାର ଅନେକ କୁ-ପ୍ରଭାବ ପରିବାରର ସୁଖ, ସମୃଦ୍ଧି ଉପରେ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ।ଏହି ସମସ୍ୟାର ସମାଧାନପାଇଁ ଜାଣନ୍ତୁ କିଛିଟା ସରଳ ବାସ୍ତୁ ଟିପ୍ସ… * ରୋଷେଇ ଘର କୋଣରେ ତମ୍ବା ପାତ୍ରରେ ଗଙ୍ଗାଜଳ ରଖିବା ଦ୍ୱାରା ଘରର ଆର୍ଥିକ ପରିସ୍ଥିତି ସୁଧୁରିଥାଏ ବୋଲି ବିଶ୍ୱାସ ରହିଛି। * ଘରର ଉତ୍ତର-ପୂର୍ବ ଦିଗରେ ମା’ ଲକ୍ଷ୍ମୀଙ୍କ ଫଟୋ ଲଗାଇ ନିୟମିତ ପୂଜାର୍ଚ୍ଚନା କଲେ ସୁଖସମୃଦ୍ଧି ବୃଦ୍ଧି ପାଏ। * ଉତ୍ତର […] The post କାଙ୍ଗାଳ କରିଦେବ ବାସ୍ତୁଦୋଷ, ରୋଗରେ ପଡ଼ି ହେବେ ଖର୍ଚ୍ଚାନ୍ତ, ଜାଣିରଖନ୍ତୁ… appeared first on Dharitri Odia News.

କାଙ୍ଗାଳ କରିଦେବ ବାସ୍ତୁଦୋଷ, ରୋଗରେ ପଡ଼ି ହେବେ ଖର୍ଚ୍ଚାନ୍ତ, ଜାଣିରଖନ୍ତୁ…

ଘରେ କୌଣସି ଛୋଟମୋଟ ବାସ୍ତୁଦୋଷ ଥିଲେ ଏହାର ଅନେକ କୁ-ପ୍ରଭାବ ପରିବାରର ସୁଖ, ସମୃଦ୍ଧି ଉପରେ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ।ଏହି ସମସ୍ୟାର ସମାଧାନପାଇଁ ଜାଣନ୍ତୁ କିଛିଟା ସରଳ ବାସ୍ତୁ ଟିପ୍ସ…

* ରୋଷେଇ ଘର କୋଣରେ ତମ୍ବା ପାତ୍ରରେ ଗଙ୍ଗାଜଳ ରଖିବା ଦ୍ୱାରା ଘରର ଆର୍ଥିକ ପରିସ୍ଥିତି ସୁଧୁରିଥାଏ ବୋଲି ବିଶ୍ୱାସ ରହିଛି।

* ଘରର ଉତ୍ତର-ପୂର୍ବ ଦିଗରେ ମା’ ଲକ୍ଷ୍ମୀଙ୍କ ଫଟୋ ଲଗାଇ ନିୟମିତ ପୂଜାର୍ଚ୍ଚନା କଲେ ସୁଖସମୃଦ୍ଧି ବୃଦ୍ଧି ପାଏ।

* ଉତ୍ତର ଦିଗରେ ଶୁଆ ଫଟୋ ଲଗାଇବା ବି ଶୁଭ। ଏହା ପିଲାଙ୍କ ଏକାଗ୍ରତା ବଢ଼ାଇବାରେ ସହାୟକ ହୋଇଥାଏ।

* ଘରର ମୁଖିଆ ନିୟମିତ ଭଗବାନ ଶିବ ଓ ଚନ୍ଦ୍ର ଦେବଙ୍କର ମନ୍ତ୍ର ଉଚ୍ଚାରଣ କଲେ ସୁଖ, ଶାନ୍ତି ବୃଦ୍ଧିପାଏ ବୋଲି ବିଶ୍ୱାସ ରହିଛି।

* ପୂର୍ବମୁଖୀ ଘରର ମୁଖ୍ୟଦ୍ୱାରରେ ସୂର୍ଯ୍ୟଯନ୍ତ୍ର ସ୍ଥାପନା କରି ପୂଜା କଲେ ପରିବାରର ଶୁଭ ହୁଏ।

* ଘରର ମଧ୍ୟଭାଗରେ ଯେତେ କମ୍‌ ଜିନିଷ ରଖିବେ ସେତେ ଭଲ। ନଚେତ୍‌ ଏହା ଘର ମଧ୍ୟକୁ ପ୍ରବେଶ କରୁଥିବା ସକାରାତ୍ମକ ଊର୍ଜାକୁ ବାଧା ଦେଇଥାଏ।

* ଦର୍ପଣକୁ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଲଗାଇଲେ ଆୟ ଓ ଧନ ବୃଦ୍ଧି ପାଇଥାଏ।

* ଘରର ମୁଖ୍ୟ ଦ୍ୱାରରେ କଳା ଘୋଡ଼ାର ନାଲ ଲଗାଇବା ବି ଶୁଭଫଳ ଦେଇଥାଏ।

* ରୋଷେଇ ଘର ଏବଂ ବାଥ୍‌ରୁମ୍‌ ସାମ୍ନାସାମ୍ନି ରହିବା ଆଦୌ ଠିକ୍‌ ନୁହେଁ। ଏହାଦ୍ୱାରା ପରିବାର ଲୋକଙ୍କର ବାରମ୍ବାର ଦେହ ଖରାପ ହୁଏ ବୋଲି ବିଶ୍ୱାସ ରହିଛି।

* କାଚ ବାଉଲ୍‌ରେ ଲୁଣ ନେଇ ବାଥ୍‌ରୁମ୍‌ରେ ରଖିଲେ ନକାରାତ୍ମକ ଶକ୍ତି ଦୂର ହୁଏ।

The post କାଙ୍ଗାଳ କରିଦେବ ବାସ୍ତୁଦୋଷ, ରୋଗରେ ପଡ଼ି ହେବେ ଖର୍ଚ୍ଚାନ୍ତ, ଜାଣିରଖନ୍ତୁ… appeared first on Dharitri Odia News.