କାଦମ୍ବିନୀ ପତ୍ରିକା କାର୍ଯ୍ୟାଳୟରେ କୋଠ ଘର ସାହିତ୍ୟ ପ୍ରକାଶନୀ ପକ୍ଷରୁ ପାଞ୍ଚଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର  : ଭୁବନେଶ୍ୱର କାଦମ୍ବିନୀ ପତ୍ରିକା କାର୍ଯ୍ୟାଳୟରେ କୋଠ ଘର ସାହିତ୍ୟ ପ୍ରକାଶନୀ ପକ୍ଷରୁ ପାଞ୍ଚଟି ପୁସ୍ତକ ଉନ୍ମୋଚିତ ହୋଇଛି । ପ୍ରଖ୍ୟାତ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଶିଶୁ ସାହିତ୍ୟିକ କୃତିବାସ ନାୟକ, ଶିଶୁ ସାହିତ୍ୟିକ ଲକ୍ଷ୍ମୀଧର ଖୁଣ୍ଟିଆ ଓ ବିଶିଷ୍ଟ ସାହିତ୍ୟିକା ତଥା କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡ଼କ୍ଟର ଇତି ସାମନ୍ତ ଉପସ୍ଥିତ ଥିଲେ । କୋଠଘର ସାହିତ୍ୟ ସଂସଦ ପକ୍ଷରୁ ଡ଼କ୍ଟର ଇତି ସାମନ୍ତଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା […] The post କାଦମ୍ବିନୀ ପତ୍ରିକା କାର୍ଯ୍ୟାଳୟରେ କୋଠ ଘର ସାହିତ୍ୟ ପ୍ରକାଶନୀ ପକ୍ଷରୁ ପାଞ୍ଚଟି ପୁସ୍ତକ ଉନ୍ମୋଚିତ appeared first on KNews Odisha.

କାଦମ୍ବିନୀ ପତ୍ରିକା କାର୍ଯ୍ୟାଳୟରେ କୋଠ ଘର ସାହିତ୍ୟ ପ୍ରକାଶନୀ ପକ୍ଷରୁ ପାଞ୍ଚଟି ପୁସ୍ତକ ଉନ୍ମୋଚିତ
kadambini

ଭୁବନେଶ୍ୱର  : ଭୁବନେଶ୍ୱର କାଦମ୍ବିନୀ ପତ୍ରିକା କାର୍ଯ୍ୟାଳୟରେ କୋଠ ଘର ସାହିତ୍ୟ ପ୍ରକାଶନୀ ପକ୍ଷରୁ ପାଞ୍ଚଟି ପୁସ୍ତକ ଉନ୍ମୋଚିତ ହୋଇଛି । ପ୍ରଖ୍ୟାତ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଶିଶୁ ସାହିତ୍ୟିକ କୃତିବାସ ନାୟକ, ଶିଶୁ ସାହିତ୍ୟିକ ଲକ୍ଷ୍ମୀଧର ଖୁଣ୍ଟିଆ ଓ ବିଶିଷ୍ଟ ସାହିତ୍ୟିକା ତଥା କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡ଼କ୍ଟର ଇତି ସାମନ୍ତ ଉପସ୍ଥିତ ଥିଲେ । କୋଠଘର ସାହିତ୍ୟ ସଂସଦ ପକ୍ଷରୁ ଡ଼କ୍ଟର ଇତି ସାମନ୍ତଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲେଖକ କବି ସାହିତ୍ୟକ ମାନେ ଉପସ୍ଥିତ ଥିଲେ ।


The post କାଦମ୍ବିନୀ ପତ୍ରିକା କାର୍ଯ୍ୟାଳୟରେ କୋଠ ଘର ସାହିତ୍ୟ ପ୍ରକାଶନୀ ପକ୍ଷରୁ ପାଞ୍ଚଟି ପୁସ୍ତକ ଉନ୍ମୋଚିତ appeared first on KNews Odisha.