କାନାଡ଼ାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରେସରେ ଭାରତୀୟ ବଂଶୋଦ୍ଭବ ରୁବି ଦଲ୍ଲା
ନୂଆଦିଲ୍ଲୀ : କାନାଡ଼ାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରେସରେ ଭାରତୀୟ ବଂଶୋଦ୍ଭବ ରୁବି ଦଲ୍ଲା। ସେ ହୋଇପାରନ୍ତି କାନାଡ଼ାର ପିଏମ୍। ତାଙ୍କ... The post କାନାଡ଼ାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରେସରେ ଭାରତୀୟ ବଂଶୋଦ୍ଭବ ରୁବି ଦଲ୍ଲା appeared first on .
ନୂଆଦିଲ୍ଲୀ : କାନାଡ଼ାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରେସରେ ଭାରତୀୟ ବଂଶୋଦ୍ଭବ ରୁବି ଦଲ୍ଲା। ସେ ହୋଇପାରନ୍ତି କାନାଡ଼ାର ପିଏମ୍। ତାଙ୍କ ନାଁକୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା। ଯଦି ସେ କାନାଡ଼ାର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ପ୍ରଥମ ଅଣଶ୍ବେତାଙ୍ଗ ମହିଳା ପ୍ରଧାନମନ୍ତ୍ରୀ ହେବେ। ରୁବିଙ୍କୁ କୁହାଯାଉଛି, ସେ ସବୁଠାରୁ ବଡ଼ ଦାବିଦାର। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ପଦରୁ ଜଷ୍ଟିନ୍ ଟୃଡୁ ଇସ୍ତଫା ଘୋଷଣା କରିଥିଲେ। ତାଙ୍କ ବିରୋଧରେ ଦଳରେ ବିଦ୍ରୋହ ହେବାରୁ ସେ ଇସ୍ତଫା ଘୋଷଣା କରିଥିଲେ। ଏହା ସହିତ ଦଳର ମୁଖ୍ୟ ପଦରୁ ବି ସେ ଇସ୍ତଫା ଘୋଷଣା କରିଛନ୍ତି। କିନ୍ତୁ ସାମ୍ବିଧାନିକ ଦୃଷ୍ଟିରୁ ଆସନ୍ତା ମାର୍ଚ୍ଚ ଯାଏ ପଦରେ ରହିବେ। ନୂଆ ପ୍ରଧାନମନ୍ତ୍ରୀ ଓ ଦଳର ନେତା ନିର୍ବାଚିତ ହେବା ପରେ ପଦ ଛାଡ଼ିବେ ଜଷ୍ଟିନ୍ ଓ ନୂଆ ନେତା ହେବେ କାନାଡ଼ାର ପ୍ରଧାନମନ୍ତ୍ରୀ।
The post କାନାଡ଼ାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରେସରେ ଭାରତୀୟ ବଂଶୋଦ୍ଭବ ରୁବି ଦଲ୍ଲା appeared first on .