କାମାକ୍ଷା ଏକ୍ସପ୍ରେସ୍ ଦୁର୍ଘଟଣା; ଫସିଥିବା ଯାତ୍ରୀଙ୍କୁ ନେଇ ବାହାରିଲା ସ୍ପେଶାଲ୍‌ ଟ୍ରେନ୍‌

କଟକ: କଟକ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଥିଲା ବେଳେ ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ଆଉ ଜଣଙ୍କ ମୃତ୍ଯୁ ଘଟିଥିଲା। ଦୁର୍ଘଟଣାରେ ମୃତ୍ଯୁବରଣ କଣିଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ଜଣଙ୍କ ଶୁଭଙ୍କର ରାୟ ଓ ସେ ଅଲ୍ଲୀପୁର ବାସିନ୍ଦା ବୋଲି ଜଣାପଡିଛି। ଶୁଭଙ୍କର ପରିବାର ସହ ବେଙ୍ଗାଲୁରୁରୁ ଅଲ୍ଲୀପୁର ଫେରୁଥିଲେ। ଏପଟେ ଦୁର୍ଘଟଣା ପରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଛି ସ୍ପେଶାଲ ଟ୍ରେନ୍। ମଙ୍ଗୁଳି ଚୌଦ୍ବାରରେ ଅଟକିଥିବା ଯାତ୍ରୀଙ୍କୁ ନେଇ […]

କାମାକ୍ଷା ଏକ୍ସପ୍ରେସ୍ ଦୁର୍ଘଟଣା; ଫସିଥିବା ଯାତ୍ରୀଙ୍କୁ ନେଇ ବାହାରିଲା ସ୍ପେଶାଲ୍‌ ଟ୍ରେନ୍‌

କଟକ: କଟକ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଥିଲା ବେଳେ ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ଆଉ ଜଣଙ୍କ ମୃତ୍ଯୁ ଘଟିଥିଲା।