'କାହାର ବି ନାଁ ହେବନି ସାର୍ବଜନୀନ'..ଭରତପୁର ଥାନା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ ୨୩।୦୯ : ଭରତପୁର ଥାନାରେ ହାଇଡ୍ରାମା ମାମଲା । ଜନସ୍ୱାର୍ଥ ମାମଲାରୁ ଶୁଣାଣି କରି ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏଣିକି ମେଜର ଓ ତାଙ୍କ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ ନହେଉ । ଏପିରିକି ଏହି ମାମଲା ସହିତ ସଂପୃକ୍ତି ଥିବା ସମସ୍ତ ଲୋକଙ୍କର ପରିଚୟ ସାର୍ବଜନୀନ ନକରିବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପିରିକି ମାମଲାର ତଦାରଖ କରିବାକୁ ମନା କରିଛନ୍ତି କୋର୍ଟ । ଅନ୍ୟପଟେ ରାଜ୍ୟରେ ଥିବା ସମସ୍ତ ଥାନା ଗୁଡିକରେ ସିସିଟିଭି ଲଗାଇବାକୁ ମଧ୍ୟ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।