କାହିଁକି ଆତ୍ମହତ୍ୟା କଲେ ସିମୁଳିଆ ବିଡିଓ ?

ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକର ବିଡିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି।

କାହିଁକି ଆତ୍ମହତ୍ୟା କଲେ ସିମୁଳିଆ ବିଡିଓ ?

ଜଣେ ପ୍ରଶାସନିକ ଅଧିକାରୀ କାହିଁକି ଆତ୍ମହତ୍ୟା କଲେ ? ତାହାର ଗନ୍ଧ-ବାସ୍ନା କେହି ବି ବାରିପାରୁ ନାହାନ୍ତି। ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକର ବିଡିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ପରିବାର ଲୋକଙ୍କଠୁ ଆରମ୍ଭ କରି ସହକର୍ମୀ, ଏବେ ସମସ୍ତେ ଆଶ୍ଚର୍ଯ୍ୟ, ହସଖୁସ ମିଞ୍ଜାସର ବ୍ୟକ୍ତି ଜଣଙ୍କ କାହିଁକି ଆତ୍ମହତ୍ୟା କରିବେ ? ଦେଖନ୍ତୁ ପୂରା ରିପୋର୍ଟ।