କିଏ ସେ ଇଶାନ କିଶନଙ୍କ ମିଷ୍ଟ୍ରି ଗାର୍ଲ ? ଜାଣନ୍ତୁ ଅଦିତି ହୁଣ୍ଡିଆଙ୍କ ବିଷୟରେ...

 ମୁମ୍ଵାଇ ୨୭।୦୩; ଆଇପିଏଲ ୨୦୨୫ରେ କ୍ରିକେଟର ଈଶାନ କିଶନ ହଇଚଇ ସୃଷ୍ଟି କରିଛନ୍ତି। ସବୁଆଡେ ଏବେ ତାଙ୍କରି ଆଲୋଚନା ହେଉଛି। ହେଲେ ଏବେ ଈଶାନ କିଶନ ପର୍ସନାଲ ଲାଇଫ୍‌କୁ ନେଇ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି। ଈଶାନ କିଶନଙ୍କ ନା’ ଅଦିତି ହୁଣ୍ଡିଆଙ୍କ ସହିତ ଦୀର୍ଘ ଦିନ ଧରି ହେବ ଯୋଡା ଯାଉଛି । ପ୍ରାୟତଃ ଉଭୟଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳେ।ଆଇପିଏଲ୍ ୨୦୧୯ରେ ଅଦିତି ଏକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚିୟର୍ସ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ଉଭୟଙ୍କ ନାଁ ଯୋଡା ଯାଇଥିଲା। ଯାହା ପରେ ଚର୍ଚ୍ଚା ବଢିଥିଲା । ବର୍ତ୍ତମାନ ଉଭୟ ଏକାଠି ଅଛନ୍ତି କି ନାହିଁ ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ। ତେବେ ଏହାରି ଭିତରେ ଆସନ୍ତୁ ଜାଣିବା ଅଦିତି ହୁଣ୍ଡିଆ କିଏ ?ଅଦିତି ଜଣେ ସୋସିଆଲ୍ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର୍। ସେ ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ରିଲ୍ସ ଭିଡିଓ ଗୁଡିକରେ ଲକ୍ଷ ଲକ୍ଷ ଭ୍ୟୁଜ୍ ଆସେ। ଫ୍ୟାଶନ ଦୃଷ୍ଟିରୁ ଅଦିତି ବଲିଉଡର ଅନେକ ଅଭିନେତ୍ରୀଙ୍କୁ ମଧ୍ୟ ମାତ୍ ଦିଅନ୍ତି। ତାଙ୍କର ଷ୍ଟାଇଲ୍ ଏବଂ ଗ୍ଲାମରସ୍ ଖୁବ ଆଶ୍ଚର୍ଯ୍ୟଜନ। ଅଦିତି ମିସ୍ ଇଣ୍ଡିଆ ୨୦୧୭ ର ଫାଇନାଲିଷ୍ଟ ଥିଲେ। ସେ ୨୦୧୮ରେ ମିସ୍ ଡିଭା ସୁପ୍ରାନେସନାଲ୍ ଇଣ୍ଡିଆ ମଧ୍ୟ ହୋଇଥିଲେ। ଏହା ପରେ ସେ ମଡେଲିଂ ଅଫର୍ ପାଇଥିଲେ। ସେ ୩ ବର୍ଷ ପାଇଁ ମଡେଲିଂ କରିଥିଲେ। ଏହା ପରେ ସେ ଏକ ପୋଷାକ ବ୍ରାଣ୍ଡ ଆରମ୍ଭ କଲେ।

କିଏ ସେ ଇଶାନ କିଶନଙ୍କ ମିଷ୍ଟ୍ରି ଗାର୍ଲ ? ଜାଣନ୍ତୁ ଅଦିତି ହୁଣ୍ଡିଆଙ୍କ ବିଷୟରେ...

 ମୁମ୍ଵାଇ ୨୭।୦୩; ଆଇପିଏଲ ୨୦୨୫ରେ କ୍ରିକେଟର ଈଶାନ କିଶନ ହଇଚଇ ସୃଷ୍ଟି କରିଛନ୍ତି। ସବୁଆଡେ ଏବେ ତାଙ୍କରି ଆଲୋଚନା ହେଉଛି। ହେଲେ ଏବେ ଈଶାନ କିଶନ ପର୍ସନାଲ ଲାଇଫ୍‌କୁ ନେଇ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି। ଈଶାନ କିଶନଙ୍କ ନା’ ଅଦିତି ହୁଣ୍ଡିଆଙ୍କ ସହିତ ଦୀର୍ଘ ଦିନ ଧରି ହେବ ଯୋଡା ଯାଉଛି । ପ୍ରାୟତଃ ଉଭୟଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳେ।

ଆଇପିଏଲ୍ ୨୦୧୯ରେ ଅଦିତି ଏକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚିୟର୍ସ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ଉଭୟଙ୍କ ନାଁ ଯୋଡା ଯାଇଥିଲା। ଯାହା ପରେ ଚର୍ଚ୍ଚା ବଢିଥିଲା । 

ବର୍ତ୍ତମାନ ଉଭୟ ଏକାଠି ଅଛନ୍ତି କି ନାହିଁ ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ। ତେବେ ଏହାରି ଭିତରେ ଆସନ୍ତୁ ଜାଣିବା ଅଦିତି ହୁଣ୍ଡିଆ କିଏ ?

ଅଦିତି ଜଣେ ସୋସିଆଲ୍ ମିଡିଆ ଇନ୍‌ଫ୍ଲ୍ୟୁଏନ୍ସର୍। ସେ ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ରିଲ୍ସ ଭିଡିଓ ଗୁଡିକରେ ଲକ୍ଷ ଲକ୍ଷ ଭ୍ୟୁଜ୍ ଆସେ। ଫ୍ୟାଶନ ଦୃଷ୍ଟିରୁ ଅଦିତି ବଲିଉଡର ଅନେକ ଅଭିନେତ୍ରୀଙ୍କୁ ମଧ୍ୟ ମାତ୍ ଦିଅନ୍ତି। ତାଙ୍କର ଷ୍ଟାଇଲ୍ ଏବଂ ଗ୍ଲାମରସ୍ ଖୁବ ଆଶ୍ଚର୍ଯ୍ୟଜନ। ଅଦିତି ମିସ୍ ଇଣ୍ଡିଆ ୨୦୧୭ ର ଫାଇନାଲିଷ୍ଟ ଥିଲେ। ସେ ୨୦୧୮ରେ ମିସ୍ ଡିଭା ସୁପ୍ରାନେସନାଲ୍ ଇଣ୍ଡିଆ ମଧ୍ୟ ହୋଇଥିଲେ। ଏହା ପରେ ସେ ମଡେଲିଂ ଅଫର୍ ପାଇଥିଲେ। ସେ ୩ ବର୍ଷ ପାଇଁ ମଡେଲିଂ କରିଥିଲେ। ଏହା ପରେ ସେ ଏକ ପୋଷାକ ବ୍ରାଣ୍ଡ ଆରମ୍ଭ କଲେ।