କିଛି ସମୟ ପରେ ଅମିତ ଶାହଙ୍କ ସହ ଓଡ଼ିଶା ବିଜେପି କୋର କମିଟି ବୈଠକ

ନୂଆଦିଲ୍ଲୀ (କେନ୍ୟୁଜ୍‌): ନୂଆଦିଲ୍ଲୀରେ ଅମିତ ଶାହାଙ୍କ ବାସଭବନରେ ବସିବ ଓଡ଼ିଶା ବିଜେପି ନେତାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଅମିତ ଶାହଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ସମ୍ବିତ ପାତ୍ର, ମାନସ ମହାନ୍ତି ଓ ଅନ୍ୟ ବରିଷ୍ଠ ନେତା ସାମିଲ ହେବ ବୋଲି ଜଣାପଡ଼ିଛି । ବିଜେପି ଆଜି ଦଳର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଆସନ ତାଲିକା ପ୍ରକାଶ କରିଥିବା ବେଳେ ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା […] The post କିଛି ସମୟ ପରେ ଅମିତ ଶାହଙ୍କ ସହ ଓଡ଼ିଶା ବିଜେପି କୋର କମିଟି ବୈଠକ appeared first on KNews Odisha.

କିଛି ସମୟ ପରେ ଅମିତ ଶାହଙ୍କ ସହ ଓଡ଼ିଶା ବିଜେପି କୋର କମିଟି ବୈଠକ

ନୂଆଦିଲ୍ଲୀ (କେନ୍ୟୁଜ୍‌): ନୂଆଦିଲ୍ଲୀରେ ଅମିତ ଶାହାଙ୍କ ବାସଭବନରେ ବସିବ ଓଡ଼ିଶା ବିଜେପି ନେତାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଅମିତ ଶାହଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ସମ୍ବିତ ପାତ୍ର, ମାନସ ମହାନ୍ତି ଓ ଅନ୍ୟ ବରିଷ୍ଠ ନେତା ସାମିଲ ହେବ ବୋଲି ଜଣାପଡ଼ିଛି । ବିଜେପି ଆଜି ଦଳର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଆସନ ତାଲିକା ପ୍ରକାଶ କରିଥିବା ବେଳେ ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ଏଭଳି ସ୍ଥିତିରେ ବିଜେପି- ବିଜେଡି ମେଣ୍ଟ ନେଇ ଆଲୋଚନା ହେବା ସମ୍ଭାବନା ରହିଛି ।

ଓଡ଼ିଶା ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ରହିବେ । ପୂର୍ବରୁ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ମେଣ୍ଟ ସଂପର୍କରେ କୌଣସି ଆଲୋଚନା ହୋଇନଥିବା କହିଥିଲେ ମନମୋହନ ସାମଲ ।

The post କିଛି ସମୟ ପରେ ଅମିତ ଶାହଙ୍କ ସହ ଓଡ଼ିଶା ବିଜେପି କୋର କମିଟି ବୈଠକ appeared first on KNews Odisha.