କିତ୍‌ କିତ୍‌ କିତ୍‌…ଟିଏମସିର ଏମପି ଏମିତି କାହିଁକି କଲେ ଅଭିନୟ, ହଠାତ୍‌ ମୋଦି

ନୂଆଦିଲ୍ଲୀ,୨।୭: ଲୋକ ସଭାରେ ଟିଏମସି ଏମପି କଲ୍ୟାଣ ବାନାର୍ଜୀ ଭାଜପା ଉପରେ ଜୋରଦାର ବର୍ଷିଛନ୍ତି। ସେ ଅଭିନୟ କରି କରି ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି। ଏମପି କଲ୍ୟାଣ ବାନାର୍ଜୀ ଅନେକ କିତ୍‌ କିତ୍‌ ଖେଳ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଏପରି ଭାବରେ ଉପହାସ କରିଛନ୍ତି ଯେ, ତାଙ୍କ ଦଳର ମହିଳା ନେତା ମଧ୍ୟ ହସିହସି ସମର୍ଥନ ଜଣାଇଛନ୍ତି। କଲ୍ୟାଣ ହାସ୍ୟାସ୍ପଦ ଢଙ୍ଗରେ ଭାଜପାର ୪୦୦ ପାର୍‌ ସ୍ଲୋଗାନ୍କୁ ଅଭିନୟ କରିଥିଲେ। କଲ୍ୟାଣ ବାନାର୍ଜୀ […] The post କିତ୍‌ କିତ୍‌ କିତ୍‌…ଟିଏମସିର ଏମପି ଏମିତି କାହିଁକି କଲେ ଅଭିନୟ, ହଠାତ୍‌ ମୋଦି appeared first on Dharitri Odia News.

କିତ୍‌ କିତ୍‌ କିତ୍‌…ଟିଏମସିର ଏମପି ଏମିତି କାହିଁକି କଲେ ଅଭିନୟ, ହଠାତ୍‌ ମୋଦି

ନୂଆଦିଲ୍ଲୀ,୨।୭: ଲୋକ ସଭାରେ ଟିଏମସି ଏମପି କଲ୍ୟାଣ ବାନାର୍ଜୀ ଭାଜପା ଉପରେ ଜୋରଦାର ବର୍ଷିଛନ୍ତି। ସେ ଅଭିନୟ କରି କରି ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି। ଏମପି କଲ୍ୟାଣ ବାନାର୍ଜୀ ଅନେକ କିତ୍‌ କିତ୍‌ ଖେଳ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଏପରି ଭାବରେ ଉପହାସ କରିଛନ୍ତି ଯେ, ତାଙ୍କ ଦଳର ମହିଳା ନେତା ମଧ୍ୟ ହସିହସି ସମର୍ଥନ ଜଣାଇଛନ୍ତି।

କଲ୍ୟାଣ ହାସ୍ୟାସ୍ପଦ ଢଙ୍ଗରେ ଭାଜପାର ୪୦୦ ପାର୍‌ ସ୍ଲୋଗାନ୍କୁ ଅଭିନୟ କରିଥିଲେ। କଲ୍ୟାଣ ବାନାର୍ଜୀ କହିଛନ୍ତି, ଆପଣ କହିଥିଲ ଯେ ଏଥର ୪୦୦ ପାର୍‌ କରିବେ। ଆପଣ ଏମିତି କିତ୍‌ କିତ୍‌ କରି ୪୦୦ ପାର୍‌ କଲେ ଯେ, କିତ୍‌ କିତ କିତ କରି ୨୪୦ ଖସିଗଲେ। ସେ ଏହା କହିବା ଆରମ୍ଭ କରିବା ମାତ୍ରେ ମହୁଆ ମୋଇତ୍ରିଙ୍କ ସମେତ ତାଙ୍କ ଚାରିପାଖରେ ବସିଥିବା ଏମପିମାନେ ଜୋରରେ ହସିବାକୁ ଲାଗିଲେ।

The post କିତ୍‌ କିତ୍‌ କିତ୍‌…ଟିଏମସିର ଏମପି ଏମିତି କାହିଁକି କଲେ ଅଭିନୟ, ହଠାତ୍‌ ମୋଦି appeared first on Dharitri Odia News.