କୁଖ୍ୟାତ ଅପରାଧୀ ଗିରଫ,ଫେରାର ହେଉଥିବା ବେଳେ ଗୋଡ଼ାଇ ଗୋଡାଇ ଧରିଲା ପୋଲିସ
ନବରଙ୍ଗପୁର : କୁଖ୍ୟାତ ଅପରାଧୀ ଗିରଫ । ଚକମା ଦେଇ ଫେରାର ହେଉଥିବା ବେଳେ ଗୋଡ଼ାଇ ଗୋଡାଇ ଧରିଲା ପୋଲିସ । ଚକମା ଦେଇ ଫେରାର ହେଉଥିବା ବେଳେ ଗୋଡ଼ାଇ ଗୋଡାଇ ଧରିଲା ପୋଲିସ । କୁଖ୍ୟାତ ଅପରାଧୀ ଭୁବନ ଗରଡ଼ାକୁ ନବରଙ୍ଗପୁର ଇନ୍ଦ୍ରାବତୀ ଚେକ ପୋଷ୍ଟ ନିକଟରୁ ଗିରଫ କରିଛି ଟାଉନ ଥାନା ପୋଲିସ । ପାଟ୍ରୋଲିଂ ବେଳେ ଏକ ନମ୍ୱର ବିହୀନ ଅଲଟୋ କାର ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ ଗାଡିକୁ ପିଛା […] The post କୁଖ୍ୟାତ ଅପରାଧୀ ଗିରଫ,ଫେରାର ହେଉଥିବା ବେଳେ ଗୋଡ଼ାଇ ଗୋଡାଇ ଧରିଲା ପୋଲିସ appeared first on KNews Odisha.

ନବରଙ୍ଗପୁର : କୁଖ୍ୟାତ ଅପରାଧୀ ଗିରଫ । ଚକମା ଦେଇ ଫେରାର ହେଉଥିବା ବେଳେ ଗୋଡ଼ାଇ ଗୋଡାଇ ଧରିଲା ପୋଲିସ । ଚକମା ଦେଇ ଫେରାର ହେଉଥିବା ବେଳେ ଗୋଡ଼ାଇ ଗୋଡାଇ ଧରିଲା ପୋଲିସ । କୁଖ୍ୟାତ ଅପରାଧୀ ଭୁବନ ଗରଡ଼ାକୁ ନବରଙ୍ଗପୁର ଇନ୍ଦ୍ରାବତୀ ଚେକ ପୋଷ୍ଟ ନିକଟରୁ ଗିରଫ କରିଛି ଟାଉନ ଥାନା ପୋଲିସ । ପାଟ୍ରୋଲିଂ ବେଳେ ଏକ ନମ୍ୱର ବିହୀନ ଅଲଟୋ କାର ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ ଗାଡିକୁ ପିଛା କରି ଧରିଥିଲା ପୋଲିସ ।
ଗାଡ଼ିରୁ ବନ୍ଧୁକ, ୪ଟି ଜୀବନ୍ତ ଗୁଳି , ଗୋଟିଏ ଛୁରୀ , ଦୁଇଟି ମୋବାଇଲ ଫୋନ, ପାଞ୍ଚଟି ସିମ୍ ଏବଂ ୪ଟି ନମ୍ବର ପ୍ଲେଟ ଜବତ ହୋଇଛି । ଜୁଲାଇ ୨୦୨୨ରେ ନବରଙ୍ଗପୁର ସହର ଗଦବାଗୁଡା ସାହିର ଶେଖ୍ ନିଜାମ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରହିଛି ଭୁବନ । ଡାବୁଗାଁ ହାଟରେ ଗୋରୁ ବେପାରୀ ଠାରୁ ୨୮ ଲକ୍ଷ ଟଙ୍କା ଡକାୟତି ଘଟଣାରେ ମଧ୍ୟ ସମ୍ପୃକ୍ତି ରହିଛି । ନବରଙ୍ଗପୁର ଥାନା ଓ ଡାବୁଗାଁ ଥାନାରେ ଭୁବନ ନାଁରେ ୭ଟି ମାମଲା ଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତରା ।
The post କୁଖ୍ୟାତ ଅପରାଧୀ ଗିରଫ,ଫେରାର ହେଉଥିବା ବେଳେ ଗୋଡ଼ାଇ ଗୋଡାଇ ଧରିଲା ପୋଲିସ appeared first on KNews Odisha.