କୁମ୍ଭାରୀ ରେ ଗୁରୁ ଭଗବାନ ସାହୁ ଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ସମ୍ବଲପୁର,୨୦.୧୧(ଆନିସ):ପଶ୍ଚିମ ଓଡିଶାର ଭାଷା କଳା ସଂସ୍କୃତି ର ପ୍ରଚାରକ ଶବ୍ଦ ନୃତ୍ୟ ର ପ୍ରଣେତା ନାଟ୍ୟ ମହର୍ଷି ଗୁରୁ ଶ୍ରୀ ଭଗବାନ ସାହୁ ଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ(ଭାଗବତିଆ)ଙ୍କ ସଭାପତିତ୍ବ ରେ ଗୁରୁଶ୍ରୀ ଭଗବାନ ସାହୁ ଙ୍କ ଜନ୍ମ ମାଟି ବରଗଡ଼ ଜିଲ୍ଲା ଲୋକକଳା ଗ୍ରାମ କୁମ୍ଭାରୀ ଠାରେ ପାଳନ କରାଯାଇ ଯାଇ ଥିଲା। ଏହି ଉତ୍ସବ ରେ ରମେଶ ମାଝି,ଗୋପବନ୍ଧୁ ସାହୁ, ଧୀରେନ୍ଦ୍ର ସାହୁ, ସଚିନ […] The post କୁମ୍ଭାରୀ ରେ ଗୁରୁ ଭଗବାନ ସାହୁ ଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ appeared first on Odisha.News.

କୁମ୍ଭାରୀ  ରେ ଗୁରୁ ଭଗବାନ ସାହୁ ଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ସମ୍ବଲପୁର,୨୦.୧୧(ଆନିସ):ପଶ୍ଚିମ ଓଡିଶାର ଭାଷା କଳା ସଂସ୍କୃତି ର ପ୍ରଚାରକ ଶବ୍ଦ ନୃତ୍ୟ ର ପ୍ରଣେତା ନାଟ୍ୟ ମହର୍ଷି ଗୁରୁ ଶ୍ରୀ ଭଗବାନ ସାହୁ ଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ(ଭାଗବତିଆ)ଙ୍କ ସଭାପତିତ୍ବ ରେ ଗୁରୁଶ୍ରୀ ଭଗବାନ ସାହୁ ଙ୍କ ଜନ୍ମ ମାଟି ବରଗଡ଼ ଜିଲ୍ଲା ଲୋକକଳା ଗ୍ରାମ କୁମ୍ଭାରୀ ଠାରେ ପାଳନ କରାଯାଇ ଯାଇ ଥିଲା।
ଏହି ଉତ୍ସବ ରେ ରମେଶ ମାଝି,ଗୋପବନ୍ଧୁ ସାହୁ, ଧୀରେନ୍ଦ୍ର ସାହୁ, ସଚିନ ମହାପାତ୍ର, ରାକେଶ ବିଶ୍ୱାଳ, ଯଶୋବନ୍ତ ମହାପାତ୍ର, ଦୀନବନ୍ଧୁ ସାହୁ, ରାମ ଭୋଇ, ସୁମନ୍ତ ବାରିକ, ବୁଲୁ ପଧାନ, ଝାଡ଼େଶ୍ୱର ପଧାନ, ପ୍ରଦୀପ କୁମାର ସାହୁ, ରାମଜୀ ପଧାନ ଙ୍କ ସମେତ ଗ୍ରାମ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନାଟ୍ୟ ମହର୍ଷି ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। କାର୍ଯ୍ୟକ୍ରମ ର ଶେଷ ପର୍ଯାୟ ରେ ଶ୍ରୀମାନ ସେବାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

The post କୁମ୍ଭାରୀ ରେ ଗୁରୁ ଭଗବାନ ସାହୁ ଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ appeared first on Odisha.News.