କୂଅ ସଫା ବେଳେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ
ରାୟଗଡା : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ବନ୍ଦିରୀ ଗ୍ରାମରେ ଅଘଟଣ। କୂଅ ସଫା କରିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଚନ୍ଦ୍ରପୁର ବନ୍ଦିରୀ ଗ୍ରାମର କାଲିମା ସାହିରେ ଥିବା ଏକ କୂଅ ସଫା କରିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ କୂଅରୁ ଵାହାରି ପାରିନଥିଲେ ଓ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ମୃତକ ମାନେହେଲେ ବନ୍ଦିରୀ ଗ୍ରାମର ଚିତ୍ତରଞ୍ଜନ ଟାଙ୍ଗରଙ୍ଗା ଓ ଟେଟେ ଟାଙ୍ଗରଙ୍ଗା । ୨ ଜଣଙ୍କ ମୃତ୍ୟୁ ପରେ […]
ରାୟଗଡା : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ବନ୍ଦିରୀ ଗ୍ରାମରେ ଅଘଟଣ। କୂଅ ସଫା କରିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଚନ୍ଦ୍ରପୁର ବନ୍ଦିରୀ ଗ୍ରାମର କାଲିମା ସାହିରେ ଥିବା ଏକ କୂଅ ସଫା କରିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ କୂଅରୁ ଵାହାରି ପାରିନଥିଲେ ଓ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ମୃତକ ମାନେହେଲେ ବନ୍ଦିରୀ ଗ୍ରାମର ଚିତ୍ତରଞ୍ଜନ ଟାଙ୍ଗରଙ୍ଗା ଓ ଟେଟେ ଟାଙ୍ଗରଙ୍ଗା । ୨ ଜଣଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।