କେଉଁ ରୋଗ ଭଲ କରେ ଜଲେବି ? ଜାଣନ୍ତୁ ଏହି ରିପୋର୍ଟରେ...

ନୂଆଦିଲ୍ଲୀ ୦୭।୦୫: ଜଲେବି ଭାରତର ଏକ ପ୍ରସିଦ୍ଧ ମିଠା । ଏହା ପ୍ରାୟ ଅନେକଙ୍କର ପ୍ରିୟ । କିନ୍ତୁ ଅଧିକାଂଶ ଲୋକ ମିଠା କାରଣରୁ ଜଲେବି ଖାଇବାକୁ ସଂକୋଚ କରନ୍ତି । ଏହାକୁ କମ ପରିମାଣରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।  ମାଇଗ୍ରେନ୍ ରୁ ଡିପ୍ରେସନ ପର୍ଯ୍ୟନ୍ତ ମୁକ୍ତି ଦେଇଥାଏ ଏବଂ ପ୍ରଜନନ କ୍ଷମତା ବୃଦ୍ଧି କରିଥାଏ । ତେବେ ଆସନ୍ତୁ ଜଲେବି ଖାଇଲେ କେଉଁ ରୋଗ ହେବାର ଆଶଙ୍କା କମିଥାଏ । ଯଦି ମାଇଗ୍ରେନ୍‌ କିମ୍ବା ମୁଣ୍ଡବିନ୍ଧାରେ କଷ୍ଟ ପାଉଛନ୍ତି ଏବଂ ଏଥିପାଇଁ ଅତ୍ୟଧିକ ଔଷଧ ଖାଉଛନ୍ତି, ତେବେ ଏହା ବଦଳରେ ଅଳ୍ପ ଜଲେବି ଖାଆନ୍ତୁ । ଏହା ମାଇଗ୍ରେନ୍‌ ପାଇଁ ପ୍ରଭାବଶାଳୀ ଉପଚାର। ସକାଳେ କ୍ଷୀର ଜଲେବି ଖାଇ ଆପଣ କୌଣସି ପ୍ରକାରର ମୁଣ୍ଡବିନ୍ଧାରୁ ମୁକ୍ତି ପାଇପାରିବେ । ଜଲେବିକୁ ମାନସିକ ଚାପ ଦୂରକାରୀ ମିଠା କୁହାଯାଏ। ଯେତେବେଳେ ଟେନସନ୍‌ କିମ୍ବା ମାନସିକ ଚାପରେ ଥାଆନ୍ତି ତେବେ ଜଲେବି ଖାଆନ୍ତୁ ।  ଏହାର ମିଠା ଅଂଶ ମନକୁ ହାଲୁକା କରିବା ସହିତ ଚିନ୍ତାରୁ ମୁକ୍ତି ଦେଇଥାଏ ।  ଯେଉଁମାନେ ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି ସେମାନେ କ୍ଷୀର ସହ ଜଲେବି ମିଶାଇ ଖାଇବା ଉଚିତ୍‌ । କ୍ଷୀର ଜଲେବି ଖାଇବା ଦ୍ୱାରା ଓଜନ ଶୀଘ୍ର ବୃଦ୍ଧି ପାଏ । ପ୍ରତିଦିନ ସକାଳେ ଗୋଟିଏ ଗ୍ଲାସ କ୍ଷୀର ସହିତ ଦେଶୀ ଘିଅରେ ଭଜା ଜଲେବି ଖାଇପାରିବେ।ଯଦି ହାତରେ କିମ୍ବା ପାଦରେ କୌଣସି ସ୍କ୍ରାଚ୍ ଥାଏ, ତେବେ ଏହା ରୁକ୍ଷତାକୁ ଶୀଘ୍ର ସୁସ୍ଥ କରିବା

କେଉଁ ରୋଗ ଭଲ କରେ ଜଲେବି ? ଜାଣନ୍ତୁ ଏହି ରିପୋର୍ଟରେ...

ନୂଆଦିଲ୍ଲୀ ୦୭।୦୫: ଜଲେବି ଭାରତର ଏକ ପ୍ରସିଦ୍ଧ ମିଠା । ଏହା ପ୍ରାୟ ଅନେକଙ୍କର ପ୍ରିୟ । କିନ୍ତୁ ଅଧିକାଂଶ ଲୋକ ମିଠା କାରଣରୁ ଜଲେବି ଖାଇବାକୁ ସଂକୋଚ କରନ୍ତି । ଏହାକୁ କମ ପରିମାଣରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।  ମାଇଗ୍ରେନ୍ ରୁ ଡିପ୍ରେସନ ପର୍ଯ୍ୟନ୍ତ ମୁକ୍ତି ଦେଇଥାଏ ଏବଂ ପ୍ରଜନନ କ୍ଷମତା ବୃଦ୍ଧି କରିଥାଏ । ତେବେ ଆସନ୍ତୁ ଜଲେବି ଖାଇଲେ କେଉଁ ରୋଗ ହେବାର ଆଶଙ୍କା କମିଥାଏ । 

ଯଦି ମାଇଗ୍ରେନ୍‌ କିମ୍ବା ମୁଣ୍ଡବିନ୍ଧାରେ କଷ୍ଟ ପାଉଛନ୍ତି ଏବଂ ଏଥିପାଇଁ ଅତ୍ୟଧିକ ଔଷଧ ଖାଉଛନ୍ତି, ତେବେ ଏହା ବଦଳରେ ଅଳ୍ପ ଜଲେବି ଖାଆନ୍ତୁ । ଏହା ମାଇଗ୍ରେନ୍‌ ପାଇଁ ପ୍ରଭାବଶାଳୀ ଉପଚାର। ସକାଳେ କ୍ଷୀର ଜଲେବି ଖାଇ ଆପଣ କୌଣସି ପ୍ରକାରର ମୁଣ୍ଡବିନ୍ଧାରୁ ମୁକ୍ତି ପାଇପାରିବେ । 

ଜଲେବିକୁ ମାନସିକ ଚାପ ଦୂରକାରୀ ମିଠା କୁହାଯାଏ। ଯେତେବେଳେ ଟେନସନ୍‌ କିମ୍ବା ମାନସିକ ଚାପରେ ଥାଆନ୍ତି ତେବେ ଜଲେବି ଖାଆନ୍ତୁ ।  ଏହାର ମିଠା ଅଂଶ ମନକୁ ହାଲୁକା କରିବା ସହିତ ଚିନ୍ତାରୁ ମୁକ୍ତି ଦେଇଥାଏ ।  

ଯେଉଁମାନେ ଓଜନ ବୃଦ୍ଧି କରିବାକୁ ଚାହୁଁଛନ୍ତି ସେମାନେ କ୍ଷୀର ସହ ଜଲେବି ମିଶାଇ ଖାଇବା ଉଚିତ୍‌ । କ୍ଷୀର ଜଲେବି ଖାଇବା ଦ୍ୱାରା ଓଜନ ଶୀଘ୍ର ବୃଦ୍ଧି ପାଏ । ପ୍ରତିଦିନ ସକାଳେ ଗୋଟିଏ ଗ୍ଲାସ କ୍ଷୀର ସହିତ ଦେଶୀ ଘିଅରେ ଭଜା ଜଲେବି ଖାଇପାରିବେ।

ଯଦି ହାତରେ କିମ୍ବା ପାଦରେ କୌଣସି ସ୍କ୍ରାଚ୍ ଥାଏ, ତେବେ ଏହା ରୁକ୍ଷତାକୁ ଶୀଘ୍ର ସୁସ୍ଥ କରିବାରେ ସାହାଯ୍ୟ କରେ। ଏହା ଶରୀରର କୁଣ୍ଡାଇ ହେବାକୁ ରୋକିଥାଏ। ଗରମ କ୍ଷୀର ସହିତ ଜଲେବି ଖାଇବା ଦ୍ୱାରା ଶ୍ୱାସରୋଗ, ଥଣ୍ଡା ଏବଂ କାଶ ମଧ୍ୟ ଭଲ ହୋଇପାରେ। ଏହା ମନକୁ ଏକାଗ୍ର କରିବାରେ ମଧ୍ୟ ସାହାଯ୍ୟ କରେ । କିନ୍ତୁ ମନେରଖନ୍ତୁ ଯେ ଅଧିକ ପରିମାଣରେ ଜଲେବି ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ।