କେଜ୍ରିୱାଲଙ୍କୁ କୋର୍ଟ ପକ୍ଷରୁ ସମନ ଜାରି
ନୂଆଦିଲ୍ଲୀ,୭।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଯାଞ୍ଚ ପାଇଁ ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉ ନ ଥିବାରୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ଅଭିଯୋଗ କରିଛି। ଇଡିର ଦ୍ୱିତୀୟ ଅଭିଯୋଗରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ସମନ ଜାରି କରିଛନ୍ତି। ମାର୍ଚ୍ଚ ୧୬ରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୋର୍ଟ କହିଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହା ପୂର୍ବରୁ କେଜ୍ରିୱାଲଙ୍କ ବିରୋଧରେ ଡକାଯାଇଥିଲା। ଏକ ଅଭିଯୋଗ ମଧ୍ୟ ରୁଜୁ ହୋଇଥିଲା। ମନି […] The post କେଜ୍ରିୱାଲଙ୍କୁ କୋର୍ଟ ପକ୍ଷରୁ ସମନ ଜାରି appeared first on Dharitri Odia News.
ନୂଆଦିଲ୍ଲୀ,୭।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଯାଞ୍ଚ ପାଇଁ ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉ ନ ଥିବାରୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ଅଭିଯୋଗ କରିଛି। ଇଡିର ଦ୍ୱିତୀୟ ଅଭିଯୋଗରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ସମନ ଜାରି କରିଛନ୍ତି। ମାର୍ଚ୍ଚ ୧୬ରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୋର୍ଟ କହିଛନ୍ତି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହା ପୂର୍ବରୁ କେଜ୍ରିୱାଲଙ୍କ ବିରୋଧରେ ଡକାଯାଇଥିଲା। ଏକ ଅଭିଯୋଗ ମଧ୍ୟ ରୁଜୁ ହୋଇଥିଲା।
ମନି ଲଣ୍ଡରିଂ ଯାଞ୍ଚରେ ବାରମ୍ବାର ସମନ ପାଳନ ନ କରିବାରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ଏକ ନୂତନ ଅଭିଯୋଗ ଦାଖଲ କରିଛି। ଇଡି କହିଛିି ଯେ, ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଚାରିରୁ ଆଠଟି ସମନ ପାଳନ କରିନାହାଁନ୍ତି।
ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅର୍ଥ ହେରଫେର ଘଟଣାର ତଦନ୍ତ ସଂପର୍କରେ ଇଡି କେଜ୍ରିୱାଲଙ୍କୁ ଆଠଟି ସମନ ଜାରି କରିଛନ୍ତି।
The post କେଜ୍ରିୱାଲଙ୍କୁ କୋର୍ଟ ପକ୍ଷରୁ ସମନ ଜାରି appeared first on Dharitri Odia News.