କେନ୍ଦ୍ର ବଜେଟ: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା…

ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଅର୍ଥମନ୍ତ୍ରୀ ପ୍ରତିରକ୍ଷା ବିଭାଗକୁ ୪,୫୪,୭୭୩ କୋଟି, ଗ୍ରାମ୍ୟ ଉନ୍ନୟନକୁ ୨,୬୫,୮୦୮ କୋଟି, କୃଷି କ୍ଷେତ୍ରକୁ ୧,୫୧,୮୫୧ କୋଟି, ଗୃହ ବିଭାଗକୁ ୧,୫୦,୯୮୩ କୋଟି, ଶିକ୍ଷା କ୍ଷେତ୍ରକୁ ୧,୨୫,୬୩୮ କୋଟି, ଆଇଟି ଓ ଟେଲିକମକୁ ୧,୧୬,୩୪୨ କୋଟି, ସ୍ବାସ୍ଥ୍ୟ କେନ୍ଦ୍ରକୁ ୮୯,୨୮୭ କୋଟି, ଏବଂ ଶକ୍ତି କ୍ଷେତ୍ରକୁ ୬୮,୭୬୯ କୋଟି ମିଳିଛି। ଆଜି ଦେଶର ଅର୍ଥମନ୍ତ୍ରୀ […] The post କେନ୍ଦ୍ର ବଜେଟ: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା… appeared first on Dharitri Odia News.

କେନ୍ଦ୍ର ବଜେଟ: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା…

ନୂଆଦିଲ୍ଲୀ,୨୩।୭: ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଅର୍ଥମନ୍ତ୍ରୀ ପ୍ରତିରକ୍ଷା ବିଭାଗକୁ ୪,୫୪,୭୭୩ କୋଟି, ଗ୍ରାମ୍ୟ ଉନ୍ନୟନକୁ ୨,୬୫,୮୦୮ କୋଟି, କୃଷି କ୍ଷେତ୍ରକୁ ୧,୫୧,୮୫୧ କୋଟି, ଗୃହ ବିଭାଗକୁ ୧,୫୦,୯୮୩ କୋଟି, ଶିକ୍ଷା କ୍ଷେତ୍ରକୁ ୧,୨୫,୬୩୮ କୋଟି, ଆଇଟି ଓ ଟେଲିକମକୁ ୧,୧୬,୩୪୨ କୋଟି, ସ୍ବାସ୍ଥ୍ୟ କେନ୍ଦ୍ରକୁ ୮୯,୨୮୭ କୋଟି, ଏବଂ ଶକ୍ତି କ୍ଷେତ୍ରକୁ ୬୮,୭୬୯ କୋଟି ମିଳିଛି।

ଆଜି ଦେଶର ଅର୍ଥମନ୍ତ୍ରୀ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ସେ ଫେବୃଆରୀ ୧ରେ ୪୭,୬୫,୭୬୮ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଥିଲେ। ସାଧାରଣ ର୍ନିବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଛି। ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ୪୮,୨୦,୫୧୨ କୋଟି ଟଙ୍କା ରହିଛି।

 

The post କେନ୍ଦ୍ର ବଜେଟ: ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା… appeared first on Dharitri Odia News.