କେନ୍ଦ୍ରରୁ ଫେରିବେ IPS ସୁଶାନ୍ତ ନାଥ
ଭୁବନେଶ୍ବର:କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିବେ IPS ସୁଶାନ୍ତ ନାଥ। ୧୯୯୩ ବ୍ୟାଚ୍ର ଆଇପିଏସ୍ ସୁଶାନ୍ତ ନାଥ ଓଡ଼ିଶା ଫେରିବେ।୨୦୨୦ ସେପ୍ଟେମ୍ବରରେ କେନ୍ଦ୍ରୀୟ ଡେପୁଟେସନକୁ ଯାଇଥିଲେ ସୁଶାନ୍ତ। ଓଡ଼ିଶା ଫେରିବାକୁ ଆବେଦନ କରିଥିଲେ ଏବଂ ଆବେଦନକୁ କେନ୍ଦ୍ର ଦେଇଛି ଅନୁମତି। ବିଏସ୍ଏଫ୍ ଆଇଜି ଭାବେ କାର୍ଯ୍ୟରତ ଅଛନ୍ତି ସୁଶାନ୍ତ ନାଥ।ନିକଟରେ ଡିଜିପି ପାହ୍ୟାକୁ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର ।