କେବେ କୋମାରୁ ଫେରିବ ୧୦୮ ଆମ୍ବୁଲାନ୍ସ ସେବା ?

ବାହାରେ ୪୦ ଡିଗ୍ରୀ ଖରା, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଭିତରେ ବାତାନୁକୁଳିତ ପରିବେଶ ବଦଳରେ ଅସହ୍ୟ ଗରମ ଓ ଗୁଳୁଗୁଳି। ତାରି ଭିତରେ ଛଟପଟ, ଜୀବନ ପାଇଁ ସଂଘର୍ଷ କରୁଥିବା ଗୁରୁତର ରୋଗୀ। ମାସ ମାସ ଧରି ରାଜ୍ୟରେ ୧୦୮ ଆମ୍ବୁଲାନ୍ସରରେ ଲାଗି ରହିଛି ଅଚଳାବସ୍ଥା।

କେବେ କୋମାରୁ ଫେରିବ ୧୦୮ ଆମ୍ବୁଲାନ୍ସ ସେବା ?
Array