କୋଣାର୍କ ମନ୍ଦିର ପରିସରରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ, ପର୍ଯ୍ୟଟକ ହନ୍ତସନ୍ତ

କୋଣାର୍କ,୨୮ା୫: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପୁରୀ ଜିଲାର ବିଭିନ୍ନ ଅଞ୍ଚଳରେ ସ୍ଥିତି ବେହାଲ ହୋଇଥିବା ବେଳେ ବୁଧବାର ସକାଳୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ମନ୍ଦିର ବେଶ ପ୍ରଭାବିତ ହୋଇଛି। ବର୍ଷା ପାଣିରେ କୋଣାର୍କ ମନ୍ଦିରର ଉତ୍ତର ପଶ୍ଚିମ କୋଣ ଜଳମଗ୍ନ ହୋଇଯିବାରୁ  ପର୍ଯ୍ୟଟକମାନେ ନାହିଁ ନଥିବା ହଇରାଣ ହରକତ ହୋଇଛନ୍ତି। The post କୋଣାର୍କ ମନ୍ଦିର ପରିସରରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ, ପର୍ଯ୍ୟଟକ ହନ୍ତସନ୍ତ appeared first on Dharitri Odia News.

କୋଣାର୍କ ମନ୍ଦିର ପରିସରରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ, ପର୍ଯ୍ୟଟକ ହନ୍ତସନ୍ତ

କୋଣାର୍କ,୨୮ା୫: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପୁରୀ ଜିଲାର ବିଭିନ୍ନ ଅଞ୍ଚଳରେ ସ୍ଥିତି ବେହାଲ ହୋଇଥିବା ବେଳେ ବୁଧବାର ସକାଳୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ମନ୍ଦିର ବେଶ ପ୍ରଭାବିତ ହୋଇଛି। ବର୍ଷା ପାଣିରେ କୋଣାର୍କ ମନ୍ଦିରର ଉତ୍ତର ପଶ୍ଚିମ କୋଣ ଜଳମଗ୍ନ ହୋଇଯିବାରୁ  ପର୍ଯ୍ୟଟକମାନେ ନାହିଁ ନଥିବା ହଇରାଣ ହରକତ ହୋଇଛନ୍ତି।

The post କୋଣାର୍କ ମନ୍ଦିର ପରିସରରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ, ପର୍ଯ୍ୟଟକ ହନ୍ତସନ୍ତ appeared first on Dharitri Odia News.