କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବୈଧ ନୁହେଁ ହିନ୍ଦୁ-ମୁସଲମାନ ବିବାହ

ଭୋପାଳ,୩୦ା୫: ପୋଲିସ ସୁରକ୍ଷାରେ ବିବାହ ପଞ୍ଜୀକରଣ କରିବାକୁ ଚାହୁଁଥିବା ଏକ ହିନ୍ଦୁ-ମୁସ୍‌ଲିମ୍‌ ଯୋଡ଼ିଙ୍କ ଆବେଦନକୁ ମଧ୍ୟପ୍ରଦେଶ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମୁସଲମାନ ଆଇନରେ ଏଭଳି ବିବାହ ଅବୈଧ। ଏପରିକି ସ୍ବତନ୍ତ୍ର ବିବାହ ଆଇନରେ ମଧ୍ୟ ହିନ୍ଦୁ-ମୁସଲମାନ ଦମ୍ପତିଙ୍କ ବିବାହ ବୈଧ ନୁହେଁ ବୋଲି ଜଷ୍ଟିସ୍‌ ଗୁରପାଲ ସିଂ ଆଲୁଓ୍ବାଲିଆଙ୍କ ଖଣ୍ଡପୀଠ କହିଛନ୍ତି। ଯୁବତୀଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଦାଏର ପିଟିଶନରେ କୁହାଯାଇଥିଲା, ଏହି ବିବାହ ହେଲେ ସମାଜ ସେମାନଙ୍କୁ ଅଲଗା କରିଦେବ। The post କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବୈଧ ନୁହେଁ ହିନ୍ଦୁ-ମୁସଲମାନ ବିବାହ appeared first on Dharitri Odia News.

କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବୈଧ ନୁହେଁ ହିନ୍ଦୁ-ମୁସଲମାନ ବିବାହ

ଭୋପାଳ,୩୦ା୫: ପୋଲିସ ସୁରକ୍ଷାରେ ବିବାହ ପଞ୍ଜୀକରଣ କରିବାକୁ ଚାହୁଁଥିବା ଏକ ହିନ୍ଦୁ-ମୁସ୍‌ଲିମ୍‌ ଯୋଡ଼ିଙ୍କ ଆବେଦନକୁ ମଧ୍ୟପ୍ରଦେଶ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମୁସଲମାନ ଆଇନରେ ଏଭଳି ବିବାହ ଅବୈଧ। ଏପରିକି ସ୍ବତନ୍ତ୍ର ବିବାହ ଆଇନରେ ମଧ୍ୟ ହିନ୍ଦୁ-ମୁସଲମାନ ଦମ୍ପତିଙ୍କ ବିବାହ ବୈଧ ନୁହେଁ ବୋଲି ଜଷ୍ଟିସ୍‌ ଗୁରପାଲ ସିଂ ଆଲୁଓ୍ବାଲିଆଙ୍କ ଖଣ୍ଡପୀଠ କହିଛନ୍ତି। ଯୁବତୀଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ଦାଏର ପିଟିଶନରେ କୁହାଯାଇଥିଲା, ଏହି ବିବାହ ହେଲେ ସମାଜ ସେମାନଙ୍କୁ ଅଲଗା କରିଦେବ।

The post କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବୈଧ ନୁହେଁ ହିନ୍ଦୁ-ମୁସଲମାନ ବିବାହ appeared first on Dharitri Odia News.