କୋଲଡ୍ରିଙ୍କସ ବୋତଲରେ ଦେଶୀ ମଦ ଚାଲାଣ

ଉଦଳା,୧୭।୧୨: ମୟୂରଭଞ୍ଜ ଜିଲା ଉଦଳା ବସଷ୍ଟାଣ୍ଡରୁ ପୋଲିସ ୧୮୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତମାନେ କୋଲ୍ଡଡ୍ରିଙ୍କସ ବୋତଲରେ ଅଭିନବ ଉପାୟରେ ଦେଶୀ ମଦ ଚୋରା ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ବସ୍‌ଷ୍ଟାଣ୍ଡରେ ଚଢାଉ କରି ଏକ ବସରୁ ୧୮୦ ଲିଟର ଦେଶୀ ମଦ ଜବତ କରିଥିଲା। ଏପରିକି ପୋଲିସ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ଅଧିକ […] The post କୋଲଡ୍ରିଙ୍କସ ବୋତଲରେ ଦେଶୀ ମଦ ଚାଲାଣ appeared first on Dharitri Odia News.

କୋଲଡ୍ରିଙ୍କସ ବୋତଲରେ ଦେଶୀ ମଦ ଚାଲାଣ

ଉଦଳା,୧୭।୧୨: ମୟୂରଭଞ୍ଜ ଜିଲା ଉଦଳା ବସଷ୍ଟାଣ୍ଡରୁ ପୋଲିସ ୧୮୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତମାନେ କୋଲ୍ଡଡ୍ରିଙ୍କସ ବୋତଲରେ ଅଭିନବ ଉପାୟରେ ଦେଶୀ ମଦ ଚୋରା ଚାଲାଣ କରୁଥିଲେ।

କୌଣସି ସୂତ୍ରରୁ ଖବର ପାଇ ପୋଲିସ ବସ୍‌ଷ୍ଟାଣ୍ଡରେ ଚଢାଉ କରି ଏକ ବସରୁ ୧୮୦ ଲିଟର ଦେଶୀ ମଦ ଜବତ କରିଥିଲା। ଏପରିକି ପୋଲିସ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

The post କୋଲଡ୍ରିଙ୍କସ ବୋତଲରେ ଦେଶୀ ମଦ ଚାଲାଣ appeared first on Dharitri Odia News.