କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା ସୀମାରାଣୀ ନାଏକ ନିରାଶ ହୋଇ ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଟଙ୍କା ନେଇ ଟିକେଟ୍‌ ଦିଆଯାଉଛି। ମୁଁ ଅନୁସୂଚିତ ଜାତି ବର୍ଗରୁ ଆସୁଛି, ମୋ ପାଖରେ ସେଭଳି ଟଙ୍କା ନାହିଁ। ଅନେକ ବିକାଶମୂଳକ କାର୍ଯ୍ୟ କରିବା ସତ୍ତ୍ୱେ ଟିକେଟ୍‌ ମିଳିଲାନି। […] The post କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ… appeared first on Dharitri Odia News.

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା ସୀମାରାଣୀ ନାଏକ ନିରାଶ ହୋଇ ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଟଙ୍କା ନେଇ ଟିକେଟ୍‌ ଦିଆଯାଉଛି। ମୁଁ ଅନୁସୂଚିତ ଜାତି ବର୍ଗରୁ ଆସୁଛି, ମୋ ପାଖରେ ସେଭଳି ଟଙ୍କା ନାହିଁ। ଅନେକ ବିକାଶମୂଳକ କାର୍ଯ୍ୟ କରିବା ସତ୍ତ୍ୱେ ଟିକେଟ୍‌ ମିଳିଲାନି। ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନେବି।

The post କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ… appeared first on Dharitri Odia News.