କ୍ରିକେଟ ଖେଳରୁ ମହାଭାରତ, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ୪ ଗୁରୁତର
ବାସୁଦେବପୁର: କ୍ରିକେଟ ଖେଳରୁ ମହାଭାରତ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ମାରପିଟ। ଏଥିରେ ଉଭୟ ପକ୍ଷର ୪ ଜଣ ଗୁରୁତର ହୋଇପଡ଼ିଛନ୍ତି। ମିଳିଥିବା ସୂଚାନ ଅନୁଯାୟୀ, ଘଟଣା ବାସୁଦେବପୁର ବ୍ଲକ୍ ପଢ଼ୁଆଁ ଠାରେ ଘଟିଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ । ସେପଟେ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି। ଆହୁରି ପଢ଼ନ୍ତୁ: ଅଭାବନୀୟ ଘଟଣା, ସ୍ୱାମୀଙ୍କ ଛୁରାମାଡ଼ରେ ସ୍ତ୍ରୀ ଗୁରୁତର The post କ୍ରିକେଟ ଖେଳରୁ ମହାଭାରତ, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ୪ ଗୁରୁତର appeared first on Prameya News7.
ବାସୁଦେବପୁର: କ୍ରିକେଟ ଖେଳରୁ ମହାଭାରତ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ମାରପିଟ। ଏଥିରେ ଉଭୟ ପକ୍ଷର ୪ ଜଣ ଗୁରୁତର ହୋଇପଡ଼ିଛନ୍ତି।
ମିଳିଥିବା ସୂଚାନ ଅନୁଯାୟୀ, ଘଟଣା ବାସୁଦେବପୁର ବ୍ଲକ୍ ପଢ଼ୁଆଁ ଠାରେ ଘଟିଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ । ସେପଟେ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି।
ଆହୁରି ପଢ଼ନ୍ତୁ: ଅଭାବନୀୟ ଘଟଣା, ସ୍ୱାମୀଙ୍କ ଛୁରାମାଡ଼ରେ ସ୍ତ୍ରୀ ଗୁରୁତର
The post କ୍ରିକେଟ ଖେଳରୁ ମହାଭାରତ, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରେ ୪ ଗୁରୁତର appeared first on Prameya News7.