କ୍ୟାନସର ସହ ଲଢୁଛନ୍ତି ପ୍ରିନସେସ୍‌ ଅଫ୍ ୱେଲ୍ସ, ଭିଡିଓ ଜାରି କରି ଦେଲେ ସୂଚନା

ନୂଆଦିଲ୍ଲୀ ୨୩/୦୩: ୱେଲ୍ସ ରାଜକୁମାରୀ କେଟ୍ ମିଡଲେଟନ୍ । କ୍ୟାନସର ସହ ଲଢୁଛନ୍ତି । ଜୀବନ ସହ କରୁଛନ୍ତି ସଂଗ୍ରାମ । ଏକଥା ନିଜେ ସ୍ପଷ୍ଟ କରି ରାଣୀ । ଶୁକ୍ରବାର ଦିନ ଭିଡିଓ ସେୟାର କରି ଲେଖିଛନ୍ତି ଯେ ସେ କର୍କଟ ରୋଗ ପାଇଁ ତାଙ୍କର ଏବେ କେମୋଥେରାପି ଚାଲୁ ରହିଛ । ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ମୁଁ ଭଲ ଅଛି ଏବଂ ଦିନକୁ ଦିନ ଷ୍ଟ୍ରଙ୍ଗ ହେଉଛି। View this post on InstagramA post shared by The Prince and Princess of Wales (@princeandprincessofwales)ଚଳିତ ବର୍ଷ ଜାନୁଆରୀରେ ଅସ୍ତ୍ରୋପଚାର କରାଯିବା ପରେ ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିନଥିଲା । ଯାହା ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବୋଲି କଳ୍ପନା ଜଳ୍ପନା ହେଉଥିଲା । ଜାନୁଆରୀରେ, କେଟ୍ ମିଡଲେଟନ୍ ଲଣ୍ଡନରେ ପ୍ରମୁଖ ହସ୍ପିଟାଲରେ ପେଟର ଅସ୍ତ୍ରୋପଚାର କରିଥିଲେ । ଯାହା ପ୍ରଥମେ କର୍କଟ ରୋଗ ନୁହେଁ ବୋଲି ଚିନ୍ତା କରାଯାଉଥିଲା । ଅସ୍ତ୍ରୋପଚାର ସଫଳ ହୋଇଥିଲା, କିନ୍ତୁ ଅପରେଟିଭ୍ ପରେ ଡାକ୍ତରୀ ପରୀକ୍ଷାରୁ କର୍କଟ ରୋଗ ବୋଲି ସ୍ପଷ୍ଟ ହୋଇଥିଲା । ଭିଡିଓ ବାର୍ତ୍ତାରେ କେଟ୍ ମିଡଲେଟନ୍ କହିଛନ୍ତି, 'ଅସ୍ତ୍ରୋପଚାର ସଫଳ ହୋଇଛି । ଏବେ ମୁଁ ରିକଭରି କରୁଛି । ଆପଣଙ୍କ ସମର୍ଥନ ସହ ଚମତ୍କାର ନିଶ୍ଚୟ । ମୋ ପାଇଁ ଏତେ ପ୍ରାର୍ଥନୀ କରିଥିବାରୁ ମୁଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଆମ ପରିବାର ପାଇଁ ଏହି ଦୁଇ ମାସ ପ

କ୍ୟାନସର ସହ ଲଢୁଛନ୍ତି ପ୍ରିନସେସ୍‌ ଅଫ୍ ୱେଲ୍ସ, ଭିଡିଓ ଜାରି କରି ଦେଲେ ସୂଚନା

ନୂଆଦିଲ୍ଲୀ ୨୩/୦୩: ୱେଲ୍ସ ରାଜକୁମାରୀ କେଟ୍ ମିଡଲେଟନ୍ । କ୍ୟାନସର ସହ ଲଢୁଛନ୍ତି । ଜୀବନ ସହ କରୁଛନ୍ତି ସଂଗ୍ରାମ । ଏକଥା ନିଜେ ସ୍ପଷ୍ଟ କରି ରାଣୀ । ଶୁକ୍ରବାର ଦିନ ଭିଡିଓ ସେୟାର କରି ଲେଖିଛନ୍ତି ଯେ ସେ କର୍କଟ ରୋଗ ପାଇଁ ତାଙ୍କର ଏବେ କେମୋଥେରାପି ଚାଲୁ ରହିଛ । ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ମୁଁ ଭଲ ଅଛି ଏବଂ ଦିନକୁ ଦିନ ଷ୍ଟ୍ରଙ୍ଗ ହେଉଛି। 








ଚଳିତ ବର୍ଷ ଜାନୁଆରୀରେ ଅସ୍ତ୍ରୋପଚାର କରାଯିବା ପରେ ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିନଥିଲା । ଯାହା ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବୋଲି କଳ୍ପନା ଜଳ୍ପନା ହେଉଥିଲା । ଜାନୁଆରୀରେ, କେଟ୍ ମିଡଲେଟନ୍ ଲଣ୍ଡନରେ ପ୍ରମୁଖ ହସ୍ପିଟାଲରେ ପେଟର ଅସ୍ତ୍ରୋପଚାର କରିଥିଲେ । ଯାହା ପ୍ରଥମେ କର୍କଟ ରୋଗ ନୁହେଁ ବୋଲି ଚିନ୍ତା କରାଯାଉଥିଲା । ଅସ୍ତ୍ରୋପଚାର ସଫଳ ହୋଇଥିଲା, କିନ୍ତୁ ଅପରେଟିଭ୍ ପରେ ଡାକ୍ତରୀ ପରୀକ୍ଷାରୁ କର୍କଟ ରୋଗ ବୋଲି ସ୍ପଷ୍ଟ ହୋଇଥିଲା । 


ଭିଡିଓ ବାର୍ତ୍ତାରେ କେଟ୍ ମିଡଲେଟନ୍ କହିଛନ୍ତି, 'ଅସ୍ତ୍ରୋପଚାର ସଫଳ ହୋଇଛି । ଏବେ ମୁଁ ରିକଭରି କରୁଛି । ଆପଣଙ୍କ ସମର୍ଥନ ସହ ଚମତ୍କାର ନିଶ୍ଚୟ । ମୋ ପାଇଁ ଏତେ ପ୍ରାର୍ଥନୀ କରିଥିବାରୁ ମୁଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଆମ ପରିବାର ପାଇଁ ଏହି ଦୁଇ ମାସ ପାଇଁ ଏକ ଅଦ୍ଭୁତପୂର୍ବ କଷ୍ଟସାଧ୍ୟ ହୋଇଛି । କିନ୍ତୁ ମୋର ଏକ ଚମତ୍କାର ଡାକ୍ତରୀ ଦଳ ଅଛନ୍ତି ଯେଉଁମାନେ ମୋର ଯତ୍ନ ନେଇଛନ୍ତି । ଯାହା ପାଇଁ ମୁଁ ବହୁତ କୃତଜ୍ଞ । ପେଟ ଅସ୍ତ୍ରୋପଚାର କଲାବେଳେ କର୍କଟ ଚିହ୍ନଟ ହୋଇନଥିଲା ବୋଲି କେଟ୍ କହିଛନ୍ତି । 


କେନ୍ସିଙ୍ଗଟନ୍ ପ୍ୟାଲେସ୍ ଦ୍ୱାରା ପ୍ରକାଶିତ ଏକ ଭିଡିଓ ବାର୍ତ୍ତାରେ ୱେଲ୍ସର ରାଜକୁମାରୀ କହିଛନ୍ତି, 'ତଥାପି ଅପରେସନ୍ ପରେ କରାଯାଇଥିବା ଡାକ୍ତରୀ ପରୀକ୍ଷା କର୍କଟ ରୋଗରୁ ଜଣାପଡିଛି। ତେଣୁ ମୋର ଡାକ୍ତରୀ ଦଳ ପରାମର୍ଶ ଦେଇଛନ୍ତି ଯେ ମୁଁ କେମୋଥେରାପି ପାଠ୍ୟକ୍ରମ ଗ୍ରହଣ କରିବା ଉଚିତ ଏବଂ ମୁଁ ବର୍ତ୍ତମାନ ସେହି ଚିକିତ୍ସାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ବ୍ରିଟେନର ରୟାଲ ଫ୍ୟାମିଲିର ୪୨ ବର୍ଷିୟ କେଟ୍ ମିଡଲେଟନ୍ କହିଛନ୍ତି ଯେ 'ୱିଲିୟମ୍ ଏବଂ ମୁଁ ଆମ ପରିବାର ପାଇଁ ଏହାକୁ ବ୍ୟକ୍ତିଗତ ଭାବରେ ପରିଚାଳନା କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛୁ । 


ରାଜକୁମାରୀ କହିଛନ୍ତି, 'ଜର୍ଜ, ଚାର୍ଲୋଟ ଏବଂ ଲୁଇ (କେଟ୍ ଏବଂ ୱିଲିୟମଙ୍କ ପିଲା) ଙ୍କୁ ସବୁକିଛି ବୁଝୁଛନ୍ତି ।  ସେମାନେ ବି ମୋତେ ଆତ୍ମବିଶ୍ୱାସ ଦେଉଛନ୍ତି  ଆଗକୁ ବଢିବାକୁ । ମୁଁ ମୋ ପିଲାମାନଙ୍କୁ କହିଛି,  ମୁଁ ଭଲ ଅଛି ଏବଂ ପ୍ରତିଦିନ ସୁସ୍ଥ ହେବାକୁ ସାହାଯ୍ୟ କରୁଥିବା ଜିନିଷ ଉପରେ ଧ୍ୟାନ ଦେଇ ଅଧିକ ଶକ୍ତିଶାଳୀ ହେଉଛି । ମୋ ସହିତ ୱିଲିୟମ୍ ରହିବା ମଧ୍ୟ ମୋ ପାଇଁ ବହୁତ ସହାୟକ ହୋଇଥିଲା ।