ଖଣି ପୋଖରୀରେ ବୁଡି ଯୁବକ ନିଖୋଜ
ଖୋର୍ଦ୍ଧା,୯।୭: ଖୋର୍ଦ୍ଧା ଜିଲା ତାପଙ୍ଗ ଅଞ୍ଚଳରେ ଏକ ଅଘଟଣ ଘଟିଛି। ତାପଙ୍ଗ ସ୍ଥିତ ଏକ ଖଣି ପୋଖରୀରେ ଜଣେ ଯୁବକ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଯୁବକଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେଶନ ଚାଲିଛି। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ଏପରିକି ଲାଇଫ୍ ବୋଟ ଯୋଗେ ପାଣି ଭିତରେ ରେସ୍କ୍ୟୁ ଅପରଶେନ କରାଯାଉଛି। The post ଖଣି ପୋଖରୀରେ ବୁଡି ଯୁବକ ନିଖୋଜ appeared first on Dharitri Odia News.
ଖୋର୍ଦ୍ଧା,୯।୭: ଖୋର୍ଦ୍ଧା ଜିଲା ତାପଙ୍ଗ ଅଞ୍ଚଳରେ ଏକ ଅଘଟଣ ଘଟିଛି। ତାପଙ୍ଗ ସ୍ଥିତ ଏକ ଖଣି ପୋଖରୀରେ ଜଣେ ଯୁବକ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଯୁବକଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେଶନ ଚାଲିଛି।
ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ଏପରିକି ଲାଇଫ୍ ବୋଟ ଯୋଗେ ପାଣି ଭିତରେ ରେସ୍କ୍ୟୁ ଅପରଶେନ କରାଯାଉଛି।
The post ଖଣି ପୋଖରୀରେ ବୁଡି ଯୁବକ ନିଖୋଜ appeared first on Dharitri Odia News.