ଖବର କାଗଜରେ ବିଜ୍ଞାପନ ଦିଆଯାଇଛି କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମରେ ଦିଆଯାଇନି : ବିଜେଡି

ଭୁବନେଶ୍ବର ୨୯।୮: ଓଡ଼ିଶା ବିଧାନସଭାରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନ ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ । ଖବର କାଗଜରେ ଦିଆଯାଇଛି କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମରେ କୌଣସି ବିଜ୍ଞାପନ ଦିଆଯାଇନାହିଁ ବୋଲି ବିଜେଡି କହିଛି । ଓଡ଼ିଶାରେ ବହୁତ ବଡ ବଡ କାର୍ଯ୍ୟ ହୋଇଛି, ସେଗୁଡିକ ଲୋକଙ୍କ ନିକଟରେ ସୂଚନା ପାଇବା ଦରକାର ତେଣୁ ଏହି ବିଜ୍ଞାପନ କୌଣସି ଅସୁବିଧା ନାହିଁ । ବିଜ୍ଞାପନ ବାବଦରେ କୌଣସି ବ୍ୟକ୍ତିଗତ ଦିଆଯାଇନାହିଁ । ବିଜେଡିକୁ ବ୍ୟକ୍ତିଗତ ଆକ୍ରୋଶ କରାଯାଉଛି । ଯଦି କିଛି ତଥ୍ୟ ରହିଛି ତାହା ଦେଖାନ୍ତୁ ବୋଲି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଏବଂ ସୁଲତା ଦେଓ କହିଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେଡି । ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଦେଇଥିବା ତଥ୍ୟ ବର୍ତ୍ତମାନ ତାହା ଲଗୁ ହୋଇନାହିଁ । ଏପଟେ ଓଡ଼ିଆ ଅସ୍ମିତା କଥା କହୁଥିବା ରାଜ୍ୟ ସରକାର ଜଣେ ଅଣଓଡ଼ିଆଙ୍କୁ ପୁଣି ଥଇଥାନ କଲେ । ଏମିତି ଅନେକ କଥାକୁ ନେଇ ଜୋରଦାର ବିଜେଡି ବିରୋଧ କରିଛି । You Can Read:ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହାସିକତା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ    

ଖବର କାଗଜରେ ବିଜ୍ଞାପନ ଦିଆଯାଇଛି କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମରେ ଦିଆଯାଇନି : ବିଜେଡି

ଭୁବନେଶ୍ବର ୨୯।୮: ଓଡ଼ିଶା ବିଧାନସଭାରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନ ପ୍ରସଙ୍ଗରେ ବିଜେଡିର ସାମ୍ବାଦିକ ସମ୍ମିଳନୀ । ଖବର କାଗଜରେ ଦିଆଯାଇଛି କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମରେ କୌଣସି ବିଜ୍ଞାପନ ଦିଆଯାଇନାହିଁ ବୋଲି ବିଜେଡି କହିଛି । ଓଡ଼ିଶାରେ ବହୁତ ବଡ ବଡ କାର୍ଯ୍ୟ ହୋଇଛି, ସେଗୁଡିକ ଲୋକଙ୍କ ନିକଟରେ ସୂଚନା ପାଇବା ଦରକାର ତେଣୁ ଏହି ବିଜ୍ଞାପନ କୌଣସି ଅସୁବିଧା ନାହିଁ । ବିଜ୍ଞାପନ ବାବଦରେ କୌଣସି ବ୍ୟକ୍ତିଗତ ଦିଆଯାଇନାହିଁ । ବିଜେଡିକୁ ବ୍ୟକ୍ତିଗତ ଆକ୍ରୋଶ କରାଯାଉଛି । ଯଦି କିଛି ତଥ୍ୟ ରହିଛି ତାହା ଦେଖାନ୍ତୁ ବୋଲି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଏବଂ ସୁଲତା ଦେଓ କହିଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେଡି । ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଦେଇଥିବା ତଥ୍ୟ ବର୍ତ୍ତମାନ ତାହା ଲଗୁ ହୋଇନାହିଁ । ଏପଟେ ଓଡ଼ିଆ ଅସ୍ମିତା କଥା କହୁଥିବା ରାଜ୍ୟ ସରକାର ଜଣେ ଅଣଓଡ଼ିଆଙ୍କୁ ପୁଣି ଥଇଥାନ କଲେ । ଏମିତି ଅନେକ କଥାକୁ ନେଇ ଜୋରଦାର ବିଜେଡି ବିରୋଧ କରିଛି । 

You Can Read:

ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହାସିକତା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ