ଖରା ପାଇଁ କଲେଜ ଓ ୟୁନିଭର୍ସିଟିରେ ସକାଳୁଆ ହେବ ପାଠପଢା
ଭୁବନେଶ୍ବର: କଲେଜ ଓ ୟୁନିଭର୍ସିଟିରେ ସକାଳୁଆ ହେବ ପାଠପଢା। ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି। ପ୍ରଚୁର ପାନୀୟ ଜଳ, ଓଆରଏସ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜ, ପରୀକ୍ଷା କେନ୍ଦ୍ରରେ ଫାଷ୍ଟ ଏଡ କିଟ୍ ରଖାଯିବ। ଏନେଇ ୟୁନିଭର୍ସିଟିର କୂଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। The post ଖରା ପାଇଁ କଲେଜ ଓ ୟୁନିଭର୍ସିଟିରେ ସକାଳୁଆ ହେବ ପାଠପଢା appeared first on Odisha.News.
ଭୁବନେଶ୍ବର: କଲେଜ ଓ ୟୁନିଭର୍ସିଟିରେ ସକାଳୁଆ ହେବ ପାଠପଢା। ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି। ପ୍ରଚୁର ପାନୀୟ ଜଳ, ଓଆରଏସ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜ, ପରୀକ୍ଷା କେନ୍ଦ୍ରରେ ଫାଷ୍ଟ ଏଡ କିଟ୍ ରଖାଯିବ। ଏନେଇ ୟୁନିଭର୍ସିଟିର କୂଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ।
The post ଖରା ପାଇଁ କଲେଜ ଓ ୟୁନିଭର୍ସିଟିରେ ସକାଳୁଆ ହେବ ପାଠପଢା appeared first on Odisha.News.