ଖୁବ୍‌ଶୀଘ୍ର ଆନନ୍ଦ ବଜାରରେ ଆସିବ ଶୃଙ୍ଖଳା, ଦର ତାଲିକା ଲଗାଯିବା ପାଇଁ ପ୍ରସ୍ତାବ

ପୁରୀ ୨।୮: ଖୁବଶୀଘ୍ର ପୁରୀ ଆନନ୍ଦ ବଜାରରେ ଆସିବ ଶୃଙ୍ଖଳା । ଦଲାଲ ମୁକ୍ତ ହେବ ଆନନ୍ଦ ବଜାର । ବିଶୃଙ୍ଖଳା କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ସୁଆର ମହାସୁଆର ନିଯୋଗ ସଭାପତି ଓ ସମ୍ପାଦକ ସୂଚନା ପ୍ରଦାନ କରିଛି ।ଆନନ୍ଦ ବଜାର ଭିତରେ ପୋଲିସ ସହାୟତା କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଦର ତାଲିକା ଲଗାଯିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । You Can Read:ଭଦ୍ରକ ଜିଲ୍ଲାରେ ଦ୍ଵିତୀୟ ଦିନରେ ଜବରଦଖଲ ଉଚ୍ଛେଦ, ଦୋକାନ ଓ ଘର ଉଚ୍ଛେଦ

ଖୁବ୍‌ଶୀଘ୍ର ଆନନ୍ଦ ବଜାରରେ ଆସିବ ଶୃଙ୍ଖଳା, ଦର ତାଲିକା ଲଗାଯିବା ପାଇଁ ପ୍ରସ୍ତାବ

ପୁରୀ ୨।୮: ଖୁବଶୀଘ୍ର ପୁରୀ ଆନନ୍ଦ ବଜାରରେ ଆସିବ ଶୃଙ୍ଖଳା । ଦଲାଲ ମୁକ୍ତ ହେବ ଆନନ୍ଦ ବଜାର । ବିଶୃଙ୍ଖଳା କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ସୁଆର ମହାସୁଆର ନିଯୋଗ ସଭାପତି ଓ ସମ୍ପାଦକ ସୂଚନା ପ୍ରଦାନ କରିଛି ।

ଆନନ୍ଦ ବଜାର ଭିତରେ ପୋଲିସ ସହାୟତା କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଦର ତାଲିକା ଲଗାଯିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । 

You Can Read:

ଭଦ୍ରକ ଜିଲ୍ଲାରେ ଦ୍ଵିତୀୟ ଦିନରେ ଜବରଦଖଲ ଉଚ୍ଛେଦ, ଦୋକାନ ଓ ଘର ଉଚ୍ଛେଦ