ଖୁସିଖବର: ଏଣିକି ନବମ, ଦଶମ ପିଲାଙ୍କୁ ମିଳିବ…ବଜେଟରେ ବଡ଼ ଘୋଷଣା

ଭୁବନେଶ୍ୱର,୧୭।୨: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି ବ୍ୟୟ ବରାଦ କରାଯାଇଛି। ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ଲଡୁ। ନବମ ଓ ଦଶମ ଶ୍ରେଣୀ ପିଲା ବି ମଧ୍ୟାହ୍ନ ଭୋଜନ ଖାଇବେ। ସପ୍ତାହକୁ ଗୋଟିଏ ଅଣ୍ଡା ଓ ୩ଟି ଲଡୁ ମିଳିବ। ପ୍ରୋଟିନ ଓ ଆଇରନ ମିଶ୍ରିତ ଲଡୁ ସରକାର ଯୋଗାଇବେ […] The post ଖୁସିଖବର: ଏଣିକି ନବମ, ଦଶମ ପିଲାଙ୍କୁ ମିଳିବ…ବଜେଟରେ ବଡ଼ ଘୋଷଣା appeared first on Dharitri Odia News.

ଖୁସିଖବର: ଏଣିକି ନବମ, ଦଶମ ପିଲାଙ୍କୁ ମିଳିବ…ବଜେଟରେ ବଡ଼ ଘୋଷଣା

ଭୁବନେଶ୍ୱର,୧୭।୨: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି ବ୍ୟୟ ବରାଦ କରାଯାଇଛି। ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ଲଡୁ। ନବମ ଓ ଦଶମ ଶ୍ରେଣୀ ପିଲା ବି ମଧ୍ୟାହ୍ନ ଭୋଜନ ଖାଇବେ। ସପ୍ତାହକୁ ଗୋଟିଏ ଅଣ୍ଡା ଓ ୩ଟି ଲଡୁ ମିଳିବ। ପ୍ରୋଟିନ ଓ ଆଇରନ ମିଶ୍ରିତ ଲଡୁ ସରକାର ଯୋଗାଇବେ ବୋଲି ବଜେଟରେ ଘୋଷଣା କରାଯାଇଛି।

The post ଖୁସିଖବର: ଏଣିକି ନବମ, ଦଶମ ପିଲାଙ୍କୁ ମିଳିବ…ବଜେଟରେ ବଡ଼ ଘୋଷଣା appeared first on Dharitri Odia News.