ଜନି ଲିଭର ପେଟ୍ ସଫାର ବ୍ରାଣ୍ଡ୍ ଆମ୍ବାସାଡର
ନୂଆଦିଲ୍ଲୀ,୧୩।୮: ଦଶର ପ୍ରମୁଖ ଆର୍ୟୁବେଦିକ ସଂସ୍ଥା ତଥା ଦିଭିସା ହର୍ବାଲସ ପ୍ରାଇଭେଟ ଲିମିଟେଡର ଅଗ୍ରଣୀ ବ୍ରାଣ୍ଡ୍ ‘ଫେଟ୍ ସଫା’ର ନୂତନ ଟିଭି କମର୍ସିଆଲ (ଟଭିସି) ବା ବିଜ୍ଞାପନ ପାଇଁ ବଲିଉଡ ଅଭିନେତା ଜନି ଲିଭର ଏବଂ ରାଜପାଲ ଯାଦବଙ୍କୁ ବ୍ରାଣ୍ଡ୍ର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ବିଶେଷ କରି ପେଟ୍ ସଫାର ନୂତନ ଉତ୍ପାଦ ଓ ଏହି ଔଷଧର ଗୁଣାବତ୍ତା ସମ୍ପର୍କରେ ଉଭୟ ଜନି ଏବଂ ରାଜପାଲ ଭିନ୍ନ ଢଙ୍ଗରେ ଏହାର ପ୍ରଚାର ଓ ପ୍ରସାର […] The post ଜନି ଲିଭର ପେଟ୍ ସଫାର ବ୍ରାଣ୍ଡ୍ ଆମ୍ବାସାଡର appeared first on Dharitri Odia News.
ନୂଆଦିଲ୍ଲୀ,୧୩।୮: ଦଶର ପ୍ରମୁଖ ଆର୍ୟୁବେଦିକ ସଂସ୍ଥା ତଥା ଦିଭିସା ହର୍ବାଲସ ପ୍ରାଇଭେଟ ଲିମିଟେଡର ଅଗ୍ରଣୀ ବ୍ରାଣ୍ଡ୍ ‘ଫେଟ୍ ସଫା’ର ନୂତନ ଟିଭି କମର୍ସିଆଲ (ଟଭିସି) ବା ବିଜ୍ଞାପନ ପାଇଁ ବଲିଉଡ ଅଭିନେତା ଜନି ଲିଭର ଏବଂ ରାଜପାଲ ଯାଦବଙ୍କୁ ବ୍ରାଣ୍ଡ୍ର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ବିଶେଷ କରି ପେଟ୍ ସଫାର ନୂତନ ଉତ୍ପାଦ ଓ ଏହି ଔଷଧର ଗୁଣାବତ୍ତା ସମ୍ପର୍କରେ ଉଭୟ ଜନି ଏବଂ ରାଜପାଲ ଭିନ୍ନ ଢଙ୍ଗରେ ଏହାର ପ୍ରଚାର ଓ ପ୍ରସାର ସହିତ ଜୀବନରେ ପେଟ ସଫା ଓ ପେଟ ସଫାର ଉତ୍ପାଦ ଅତ୍ୟନ୍ତ ଜରୁରୀ ବୋଲି ବିଜ୍ଞାପନରେ ସୁନ୍ଦର ବାର୍ତ୍ତା ଉପସ୍ଥାପନ କରିଛନ୍ତି। ଏ ସମ୍ପର୍କରେ ଦିଭିସା ହର୍ବାଲସ ପ୍ରାଇଭେଟ ଲିମିଟେଡର ସିଏମ୍ଡି ଡ. ସଞ୍ଜୀବ ଜୁନେଜା କହିଥିଲେ, ଆମର ଏହି ନୂତନ ଅଭିଯାନ ଉଭୟ ବ୍ରାଣ୍ଡ୍ ଓ ଗ୍ରାହକଙ୍କ ପାଇଁ ବେଶ୍ ସହାୟକ ହେବ। ଏପରିକି ଜନି ଓ ରାଜପାଲଙ୍କ ନିଖୁଣ ଅଭିନୟ ଓ ସୁନ୍ଦର ବାର୍ତ୍ତା ବ୍ରାଣ୍ଡ୍ର ଆଭିମୁଖ୍ୟକୁ ଆହୁରି ଲୋକପ୍ରିୟ କରାଇବା ସାଙ୍ଗକୁ ଶେଷ ସ୍ତରରେ ଥିବା ଗ୍ରାହକଙ୍କ ନିକଟଙ୍କୁ ପେଟ୍ ସଫାର ଉତ୍ପାଦକୁ ଏହି ଅଭିଯାନ ପହଞ୍ଚାଇବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
The post ଜନି ଲିଭର ପେଟ୍ ସଫାର ବ୍ରାଣ୍ଡ୍ ଆମ୍ବାସାଡର appeared first on Dharitri Odia News.