ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ: ଆକାଶରୁ ଫୁଲବର୍ଷା
ନୂଆଦିଲ୍ଲୀ,୧୦।୫: କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରି ଧାମର କବାଟ ଖୋଲିବା ସହିତ ଚାରଧାମ ଯାତ୍ରା ଆରମ୍ଭ ହେବ। ଆଜି ରୀତିନୀତି ଅନୁଯାୟୀ, ଭକ୍ତମାନଙ୍କ ପାଇଁ ସକାଳ ସାତଟାରେ ଦର୍ଶନ ପାଇବା ପାଇଁ କେଦାରନାଥ ଧାମର ଦ୍ୱାର ଖୋଲିଛି। ଏହି ସମୟରେ ହେଲିକପ୍ଟରରୁ ଫୁଲ ବର୍ଷା କରାଯାଇଥିଲା। ଗୁରୁବାର ବିଳମ୍ବିତ ରାତି ସୁଦ୍ଧା ୧୬ ହଜାରରୁ ଅଧିକ ଭକ୍ତ ପ୍ରଥମ ଦିନରେ ବାବା କେଦାରଙ୍କ ଦର୍ଶନ ପାଇଁ କେଦାରପୁରୀରେ ପହଞ୍ଚିଥିଲେ। ଆଜି କେଦାରନାଥ ଧାମର କବାଟ ଖୋଲିବା ପରେ […] The post ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ: ଆକାଶରୁ ଫୁଲବର୍ଷା appeared first on Dharitri Odia News.
ନୂଆଦିଲ୍ଲୀ,୧୦।୫: କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରି ଧାମର କବାଟ ଖୋଲିବା ସହିତ ଚାରଧାମ ଯାତ୍ରା ଆରମ୍ଭ ହେବ। ଆଜି ରୀତିନୀତି ଅନୁଯାୟୀ, ଭକ୍ତମାନଙ୍କ ପାଇଁ ସକାଳ ସାତଟାରେ ଦର୍ଶନ ପାଇବା ପାଇଁ କେଦାରନାଥ ଧାମର ଦ୍ୱାର ଖୋଲିଛି। ଏହି ସମୟରେ ହେଲିକପ୍ଟରରୁ ଫୁଲ ବର୍ଷା କରାଯାଇଥିଲା।
ଗୁରୁବାର ବିଳମ୍ବିତ ରାତି ସୁଦ୍ଧା ୧୬ ହଜାରରୁ ଅଧିକ ଭକ୍ତ ପ୍ରଥମ ଦିନରେ ବାବା କେଦାରଙ୍କ ଦର୍ଶନ ପାଇଁ କେଦାରପୁରୀରେ ପହଞ୍ଚିଥିଲେ। ଆଜି କେଦାରନାଥ ଧାମର କବାଟ ଖୋଲିବା ପରେ ସକାଳ ୧୦.୨୯ରେ ଯମୁନୋତ୍ରି ଧାମର ଦ୍ୱାର ଖୋଲିବ ଏବଂ ୧୨.୨୫ରେ ଗଙ୍ଗୋତ୍ରି ଧାମର ଦ୍ୱାର ଖୋଲିବ। ମେ ୧୨, ସକାଳ ୬ଟାରେ ବଦ୍ରିନାଥ ଧାମର ଦ୍ୱାର ଖୋଲିବ।
The post ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ: ଆକାଶରୁ ଫୁଲବର୍ଷା appeared first on Dharitri Odia News.