ଖ୍ୟାତନାମା ମ୍ୟୁଜିସିଆନ୍ କୁଇନ୍ସି ଜୋନ୍ସଙ୍କ ପରଲୋକ
ଓ୍ବାଶିଂଟନ,୫ା୧୧: ଆମେରିକାର କିମ୍ବଦନ୍ତୀ ସଙ୍ଗୀତକାର, ପ୍ରଯୋଜକ ତଥା କମ୍ପୋଜର କୁଇନ୍ସି ଜୋନ୍ସଙ୍କର ରବିବାର ରାତିରେ ୯୧ ବର୍ଷ ବୟସରେ ଲସ୍ଆଞ୍ଜେଲସ୍ ବାସଭବନରେ ପରଲୋକ ହୋଇଯାଇଛି। ବହୁ ପ୍ରତିଭାର ଅଧିକାରୀ ଜୋନ୍ସ ଖ୍ୟାତନାମା ପପ୍ ଗାୟକ ମାଇକେଲ ଜାକ୍ସନ୍ଙ୍କ ଐତିହାସିକ ‘ଥ୍ରିଲର’ ଆଲବମ୍ ନିର୍ମାଣଠାରୁ ଆରମ୍ଭ କରି ଅନେକ ପୁରସ୍କୃତ ଚଳଚ୍ଚିତ୍ର ପାଇଁ ଗୀତ ଲେଖିତ୍ଥିଲେ। ତାଙ୍କର ପରଲୋକ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି । ୧୯୬୧ରୁ ଜୋନ୍ସ ୨୮ ଥର ଗ୍ରାମୀ ଆଓ୍ବାର୍ଡରେ ପୁରସ୍କୃତ ହୋଇଥିଲେ। ଏଥିସହିତ […] The post ଖ୍ୟାତନାମା ମ୍ୟୁଜିସିଆନ୍ କୁଇନ୍ସି ଜୋନ୍ସଙ୍କ ପରଲୋକ appeared first on Dharitri Odia News.
ଓ୍ବାଶିଂଟନ,୫ା୧୧: ଆମେରିକାର କିମ୍ବଦନ୍ତୀ ସଙ୍ଗୀତକାର, ପ୍ରଯୋଜକ ତଥା କମ୍ପୋଜର କୁଇନ୍ସି ଜୋନ୍ସଙ୍କର ରବିବାର ରାତିରେ ୯୧ ବର୍ଷ ବୟସରେ ଲସ୍ଆଞ୍ଜେଲସ୍ ବାସଭବନରେ ପରଲୋକ ହୋଇଯାଇଛି। ବହୁ ପ୍ରତିଭାର ଅଧିକାରୀ ଜୋନ୍ସ ଖ୍ୟାତନାମା ପପ୍ ଗାୟକ ମାଇକେଲ ଜାକ୍ସନ୍ଙ୍କ ଐତିହାସିକ ‘ଥ୍ରିଲର’ ଆଲବମ୍ ନିର୍ମାଣଠାରୁ ଆରମ୍ଭ କରି ଅନେକ ପୁରସ୍କୃତ ଚଳଚ୍ଚିତ୍ର ପାଇଁ ଗୀତ ଲେଖିତ୍ଥିଲେ। ତାଙ୍କର ପରଲୋକ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି । ୧୯୬୧ରୁ ଜୋନ୍ସ ୨୮ ଥର ଗ୍ରାମୀ ଆଓ୍ବାର୍ଡରେ ପୁରସ୍କୃତ ହୋଇଥିଲେ। ଏଥିସହିତ ସେ ୩ ଥର ଗୋଲ୍ଡ ଗ୍ରାମୋଫୋନ୍ ଫର୍ ପ୍ରଡ୍ୟୁସର ଅଫ୍ ଦି ଇୟର ଏବଂ ଆଲ୍ବମ ଆଣ୍ଡ୍ ସଙ୍ଗ୍ ଅଫ୍ ଦି ଇଅର ଭାବେ ୨ ଥର ଗ୍ରାମୀ ପୁରସ୍କାର ପାଇଥିଲେ।
The post ଖ୍ୟାତନାମା ମ୍ୟୁଜିସିଆନ୍ କୁଇନ୍ସି ଜୋନ୍ସଙ୍କ ପରଲୋକ appeared first on Dharitri Odia News.