ଗଜପତିରେ ରେକର୍ଡ ଭାଙ୍ଗୁଛି ବର୍ଷା
ପାରଳାଖେମୁଣ୍ଡି,୧ା୯(ଗିରିଧାରୀ ପରିଛା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରବିବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ହେଲେ ଗଜପତି ଜିଲାର ୭ଟି ବ୍ଲକ ଅଞ୍ଚଳ ଓ ସହରାଞ୍ଚଳରେ ରବିବାର ୧୧୧.୪ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମୋହନା ବ୍ଲକରେ ସର୍ବାଧିକ ୩୦.୦ମି.ମି. ବର୍ଷା ହୋଇଥିବା ବେଳେ ପାରଳାଖେମୁଣ୍ଡି ସହରାଞ୍ଚଳରେ ୨୫.୦ମି.ମି., ରାୟଗଡ଼ା ବ୍ଲକରେ ୭.୦ମି.ମି., ଗୁମ୍ମା ବ୍ଲକରେ ୮.୦ମି.ମି., ନୂଆଗଡ଼ ବ୍ଲକରେ ୫.୪ ମି.ମି., ଗୋଷାଣି […] The post ଗଜପତିରେ ରେକର୍ଡ ଭାଙ୍ଗୁଛି ବର୍ଷା appeared first on Dharitri Odia News.
ପାରଳାଖେମୁଣ୍ଡି,୧ା୯(ଗିରିଧାରୀ ପରିଛା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରବିବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ହେଲେ ଗଜପତି ଜିଲାର ୭ଟି ବ୍ଲକ ଅଞ୍ଚଳ ଓ ସହରାଞ୍ଚଳରେ ରବିବାର ୧୧୧.୪ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ମୋହନା ବ୍ଲକରେ ସର୍ବାଧିକ ୩୦.୦ମି.ମି. ବର୍ଷା ହୋଇଥିବା ବେଳେ ପାରଳାଖେମୁଣ୍ଡି ସହରାଞ୍ଚଳରେ ୨୫.୦ମି.ମି., ରାୟଗଡ଼ା ବ୍ଲକରେ ୭.୦ମି.ମି., ଗୁମ୍ମା ବ୍ଲକରେ ୮.୦ମି.ମି., ନୂଆଗଡ଼ ବ୍ଲକରେ ୫.୪ ମି.ମି., ଗୋଷାଣି ବ୍ଲକରେ ୨୨.୦ମି.ମି., କାଶୀନଗର ବ୍ଲକରେ ୧୪.୦ମି.ମି. ବର୍ଷା ହୋଇଥିବା ଜଣାପଡ଼ିଛି।
The post ଗଜପତିରେ ରେକର୍ଡ ଭାଙ୍ଗୁଛି ବର୍ଷା appeared first on Dharitri Odia News.