ଗରୀବର ସାହାରା ଡା. ରାସେଶ୍ୱରୀ ପାଣିଗ୍ରାହୀ ଟ୍ରଷ୍ଟ

ସମ୍ବଲପୁର:ଶ୍ରୀମତୀ ବିଶାଖା ମହାନନ୍ଦ ତାଙ୍କର ପୁତ୍ର ଶ୍ରୀ ବିଶ୍ୱନାଥ ମହାନନ୍ଦ ଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଦିଲ୍ଲୀ ଏମ୍ସ ଯିବେ। ଟଙ୍କା ଥିଲା ସମସ୍ୟା। ସେଥିପାଇଁ ସେ ଡ଼ଃ ରାସେଶ୍ୱରୀ ପାଣିଗ୍ରାହୀ ଟ୍ରଷ୍ଟ କୁ ଆବେଦନ କରିଥିଲେ।ଟ୍ରଷ୍ଟ ବାସ୍ତବତାକୁ ଉପଲବ୍ଧି କରି ତୁରନ୍ତ ତାଙ୍କୁ ତାଙ୍କୁ ୨୦,୦୦୦ ଟଙ୍କାର ସହଯୋଗ ରାଶି ମଞ୍ଜୁର କରି ଏକ ଚେକ ପ୍ରଦାନ କରିଛନ୍ତି।ଏହି ସମୟରେ ତାଙ୍କର ପରିବାର ବର୍ଗ ଓ ଟ୍ରଷ୍ଟ ତରଫରୁ ଶ୍ରୀ ଦେବାଶିଷ ନନ୍ଦ, ଶ୍ରୀ ସ୍ୱରୂପ […] The post ଗରୀବର ସାହାରା ଡା. ରାସେଶ୍ୱରୀ ପାଣିଗ୍ରାହୀ ଟ୍ରଷ୍ଟ appeared first on Odisha.News.

ଗରୀବର ସାହାରା ଡା. ରାସେଶ୍ୱରୀ ପାଣିଗ୍ରାହୀ ଟ୍ରଷ୍ଟ

ସମ୍ବଲପୁର:ଶ୍ରୀମତୀ ବିଶାଖା ମହାନନ୍ଦ ତାଙ୍କର ପୁତ୍ର ଶ୍ରୀ ବିଶ୍ୱନାଥ ମହାନନ୍ଦ ଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଦିଲ୍ଲୀ ଏମ୍ସ ଯିବେ। ଟଙ୍କା ଥିଲା ସମସ୍ୟା। ସେଥିପାଇଁ ସେ ଡ଼ଃ ରାସେଶ୍ୱରୀ ପାଣିଗ୍ରାହୀ ଟ୍ରଷ୍ଟ କୁ ଆବେଦନ କରିଥିଲେ।ଟ୍ରଷ୍ଟ ବାସ୍ତବତାକୁ ଉପଲବ୍ଧି କରି ତୁରନ୍ତ ତାଙ୍କୁ ତାଙ୍କୁ ୨୦,୦୦୦ ଟଙ୍କାର ସହଯୋଗ ରାଶି ମଞ୍ଜୁର କରି ଏକ ଚେକ ପ୍ରଦାନ କରିଛନ୍ତି।ଏହି ସମୟରେ ତାଙ୍କର ପରିବାର ବର୍ଗ ଓ ଟ୍ରଷ୍ଟ ତରଫରୁ ଶ୍ରୀ ଦେବାଶିଷ ନନ୍ଦ, ଶ୍ରୀ ସ୍ୱରୂପ ପୁରୋହିତ ତଥା ସମାଜସେବୀ ଶ୍ରୀମତୀ ସୀତା ପ୍ରଧାନ ଉପସ୍ଥିତ ଥିଲେ I

The post ଗରୀବର ସାହାରା ଡା. ରାସେଶ୍ୱରୀ ପାଣିଗ୍ରାହୀ ଟ୍ରଷ୍ଟ appeared first on Odisha.News.