ଗର୍ଜେଡି ଗ୍ରାମର ସୁନାଝିଅ ଲିନ୍ସା.. ଏବେ ଡାକ୍ତରୀ ଛାତ୍ରୀ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନ। ସେ ଚଳିତ ନିଟ୍ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇ ଏବେ ଡାକ୍ତରୀ ପଢିବାକୁ ଯାଉଛନ୍ତି । ଜଣେ ଦିବ୍ୟାଙ୍ଗ ହୋଇ ସଂଘର୍ଷ ପରେ ସଂଘର୍ଷ କରି ଆଜି ସେ ଏହି ସ୍ଥାନରେ ପହଞ୍ଚିଥିବା କହିଛନ୍ତି । The post ଗର୍ଜେଡି ଗ୍ରାମର ସୁନାଝିଅ ଲିନ୍ସା.. ଏବେ ଡାକ୍ତରୀ ଛାତ୍ରୀ appeared first on Dharitri Odia News.
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନ। ସେ ଚଳିତ ନିଟ୍ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇ ଏବେ ଡାକ୍ତରୀ ପଢିବାକୁ ଯାଉଛନ୍ତି । ଜଣେ ଦିବ୍ୟାଙ୍ଗ ହୋଇ ସଂଘର୍ଷ ପରେ ସଂଘର୍ଷ କରି ଆଜି ସେ ଏହି ସ୍ଥାନରେ ପହଞ୍ଚିଥିବା କହିଛନ୍ତି ।
The post ଗର୍ଜେଡି ଗ୍ରାମର ସୁନାଝିଅ ଲିନ୍ସା.. ଏବେ ଡାକ୍ତରୀ ଛାତ୍ରୀ appeared first on Dharitri Odia News.