ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା ସୈତାନ ସ୍ବାମୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ମହିଳା

ଉଦଳା : ସୈତାନ ସ୍ବାମୀ ।  ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା । ଗୁରୁତର ଅବସ୍ଥାରେ ଗର୍ଭବତୀଙ୍କୁ ଉଦ୍ଧାର କଲେ ମହିଳା । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଦରିପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ବାଲେଶ୍ବର ତେନ୍ତୁଳିଆ ଅଞ୍ଚଳର ସୁବ୍ରତ ଦାସ ୫ମାସର ଗର୍ଭବତୀଙ୍କୁ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଶ୍ବଶୁର ଘର କୁଣ୍ଟଲି ଗାଁକୁ ଯାଇଥିଲେ ।  ହେଲେ ଅଧା ରାସ୍ତାରେ ସ୍ତ୍ରୀକୁ ଏକୁଟିଆ ଛାଡି ଚମ୍ପଟ ମାରିଥିଲେ ସୁବ୍ରତ […] The post ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା ସୈତାନ ସ୍ବାମୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ମହିଳା appeared first on KNews Odisha.

ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା ସୈତାନ ସ୍ବାମୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ମହିଳା
woman h

ଉଦଳା : ସୈତାନ ସ୍ବାମୀ ।  ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା । ଗୁରୁତର ଅବସ୍ଥାରେ ଗର୍ଭବତୀଙ୍କୁ ଉଦ୍ଧାର କଲେ ମହିଳା । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଦରିପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ ବାଲେଶ୍ବର ତେନ୍ତୁଳିଆ ଅଞ୍ଚଳର ସୁବ୍ରତ ଦାସ ୫ମାସର ଗର୍ଭବତୀଙ୍କୁ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଶ୍ବଶୁର ଘର କୁଣ୍ଟଲି ଗାଁକୁ ଯାଇଥିଲେ ।  ହେଲେ ଅଧା ରାସ୍ତାରେ ସ୍ତ୍ରୀକୁ ଏକୁଟିଆ ଛାଡି ଚମ୍ପଟ ମାରିଥିଲେ ସୁବ୍ରତ । ଦୀର୍ଘ ସମୟ ଧରି ଅନ୍ଧାର ରାସ୍ତାରେ ପଡି ରହିଥିବା ବେଳେ ଅବସ୍ଥା ଗୁରୁତର ହୋଇଥିଲା ।  ପରେ ଦରିପାଳ ଗାଁର ସୁମିତ୍ରା ପାଏକ ତାଙ୍କୁ ନିଜ ଘରେ ରଖିବା ସହ ଆମ୍ବୁଲାନ୍ସରେ ହସ୍ପିଟାଲରେ ନେଇଥିଲେ ।  ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।  ସେପଟେ ସ୍ବାମୀକୁ ଆଣି ମେଡିକାଲ ପହଂଚାଇଛନ୍ତି ଦରିପାଳ ଗ୍ରାମବାସୀ ।

 

ଆହୁରି ପଢ଼ନ୍ତୁ : ପିପିଲିରେ ପୁଣି ଲଜ୍ଜା: ମାନସିକ ବିକାରଗସ୍ତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

The post ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା ସୈତାନ ସ୍ବାମୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ମହିଳା appeared first on KNews Odisha.