ଗାଁରୁ ଶୁଭିଲା ଗର୍ଜନ, ଏଥର ଭୋଟ୍ ବର୍ଜନ
ବହୁତ ହୋଇଗଲା..!ଏକାଠି ହୋଇ ନିଜ ସ୍ୱରକୁ ଶାଣିତ କରିଛନ୍ତି.. ନିଷ୍ପତ୍ତି ନେଇଛନ୍ତି, ଆଉ ନେତାଙ୍କ ମିଛ ପ୍ରତିଶ୍ରୁତିରେ ଫସିବେନି.. ଜଣେ ଆରଜଣଙ୍କୁ ବୁଝାଉଛନ୍ତି.. ଆନ୍ଦୋଳନରେ ସାମିଲ ହୋଇ ନିଜ ହକ୍ କୁ ଛଡ଼ାଇଆଣିବାକୁ ଅଣ୍ଟା ଭିଡ଼ିଛନ୍ତି..